Only for Entertainment

କଂଗ୍ରେସ ନେତାଙ୍କ ନାତିକୁ ଡେଟ କରି ସାରିଛନ୍ତି ସାରା ଅଲ୍ଲୀ ଖାନ !

75

ସାରା ଅଲୀ ଖାନଙ୍କ ଦୁଇଟି ଫିଲ୍ମ ସିମ୍ବା ଏବଂ କେଦାରନାଥ ପରଦାରେ ରିଲିଜ ହୋଇସାରିଲାଣି । କିନ୍ତୁ ଅନେକ ସାକ୍ଷାତକାରରେ ସାରା ନିଜ ପର୍ସନାଲ ଲାଇଫ ବିଷୟରେ ଖୋଲାଖୋଲି ଭାବେ କହିଥାଆନ୍ତି । ସାରା କହିଛନ୍ତି ଯେ ସେ ଆଗରୁ ଜଣେ ରାଜନେତାଙ୍କ ପୁଅକୁ ଡେଟ କରିସାରିଛନ୍ତି ।

ଏକ ଆୱାର୍ଡ ଫଙ୍କସନରେ ସାରାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସେ ସିଙ୍ଗଳ ଅଛନ୍ତି କି? ଏହି ପ୍ରଶ୍ନର ଉତ୍ତରରେ ସାରା କହିଥିଲେ ଯେ ସେ ସିଙ୍ଗଲ ଅଛନ୍ତି । ଆଗରୁ ସେ ଜଣକୁ ଡେଟ କରିଛନ୍ତି । ମାତ୍ର ଏବେ ସେ ସିଙ୍ଗଲ ଅଛନ୍ତି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ସାରା ଅଲୀ ଖାନ ପୂର୍ବ କେନ୍ଦ୍ରୀୟ ଗୃହମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ନାତି ପୀର ପାହାଡିଆଙ୍କୁ ଡେଟ କରିସାରିଲେଣି । ରିପୋର୍ଟ ମୁତାବକ ଦୁହେଁ ୨୦୧୬ରେ ଦୁହିଁଙ୍କୁ ଡେଟ କରିଥିଲେ । ମାତ୍ର ବର୍ଷକ ପରେ ଦୁହିଁଙ୍କ ବ୍ରେକଅପ ହୋଇଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More