ଏବେ ହିନ୍ଦୀ ମ୍ୟୁଜିକ ଆଲବମ ଠାରୁ ଲୋକମାନେ ପଂଜାବୀ ମ୍ୟୁଜିକ ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ପଂଜାବୀ ଗୀତର କମାଲ ଦେଖିବାକୁ ମିଳୁଛି । ସେହିଭଳି ଏବେ ଏକ ମଜାଦାର ପଂଜାବୀ ଗୀତ ରିଲିଜ ହୋଇଛି । ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିବାରେ ଲାଗିପଡିଛନ୍ତି । ଗୀତର ବୋଲ ରହିଛି ‘ସରଦାର ଜୀ’ । ଗୀତରେ ଶୁଣିବାକୁ ମିଳିଛି ରବିନ୍ଦ୍ର ନୋଆଟେଙ୍କ ଗାୟିକୀ । ଦେଖନ୍ତୁ-