Only for Entertainment

ମେଲବର୍ଣ୍ଣ ଭାରତୀୟ ଫିଲ୍ମ ଫେଷ୍ଟିକାଲରୁ ମିଳିଲା ଶାହାରୁଖଙ୍କୁ ଏହି ଖାସ ସୁଯୋଗ ।

20

ମେଲବର୍ଣ୍ଣରେ ହେବାକୁ ଥିବା ଭାରତୀୟ ଫିଲ୍ମ ଫେଷ୍ଟିଭାଲ ୨୦୧୯ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଫେଷ୍ଟିଭାଲ ୮ ଅଗଷ୍ଟରେ ଆରମ୍ଭ ହୋଇ ୧୭ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ବଲିଉଡ ଆକ୍ଟର ଶାହାରୁଖ ଖାନ ମେଲବର୍ଣ୍ଣ ଫିଲ୍ମ ଫେଷ୍ଟିଭାଲର ଖାସ ଅତିଥି ହେବେ । ଆଜ୍ଞା ହଁ ଶାହାରୁଖ ଏହି କାର୍ଯ୍ୟକ୍ରମରେ ଖାସ ଅତିଥି ହୋଇ ପହଂଚିବେ ।

ଶାହାରୁଖ ଏହା ପୂର୍ବରୁ ଫିଲ୍ମ ‘ଚକ ଦେ ଇଣ୍ଡିଆ’ ର ସୁଟିଂ ମ୍ୟ ମେଲବର୍ଣ୍ଣରେ କରିଥିଲେ । ଏହି ବର୍ଷ ଏହି ଉତ୍ସବର ଥିମ ‘ସାହସ’ ନିଦ୍ଧାରିତ ହୋଇଛି । ଏଭଳି ସୁଯୋଗ ପାଇ ଖୁବ ଖୁସି ଥିବା ସହିତ ସେହି ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ଶାହାରୁଖ କହିଛନ୍ତି ସାହସ ଏଭଳି ଏକ ଭାବନା ଯାହା ଲେଖକ ମାନଙ୍କ ସହିତ ପ୍ରତିବିମ୍ବିତ ହୋଇଥାଏ, ଯାହା ବାସ୍ତବରେ ସମାଜ ଏବଂ ଦୁନିଆକୁ ବଦଳାଇବାର କ୍ଷମତା ରଖିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More