Only for Entertainment

ବିକିନୀରେ ଶିଳ୍ପା ସେଟ୍ଟୀ, ମାଲଦୀପରେ ସ୍ୱାମୀଙ୍କ ସହ କରୁଛନ୍ତି ଏନ୍ଜୟ !

aajtak
47

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ଟୋନ୍ଡ ଫିଗର ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ଏବେ ଏବେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଅଭିନେତ୍ରୀ ସ୍ୱାମୀ ରାଜକୁନ୍ଦ୍ରାଙ୍କ ସହ ମାଳଦୀପରେ ଛୁଟି ଏଂଜୟ କରୁଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି । ଏହି ଫଟୋ ଗୁଡିକରେ ଶିଳ୍ପା ଖୁବ ଗ୍ଲାମରସ ଏବଂ ବୋଲ୍ଡ ନଜର ଆସିଛନ୍ତି ।

ଶିଳ୍ପା ଏଠାକୁ ୨୨ନଭେମ୍ବରରେ ଥିବା ତାଙ୍କ ମ୍ୟାରେଜ ଆନିଭର୍ସରୀ ସେଲିବ୍ରେଟ କରିବାକୁ ଯାଇଛନ୍ତି ।

ଶିଳ୍ପା ସୋସିଆଲ ମିଡିଆରେ ନିଜ ବିକିନୀ ଲୁକ ଶେୟାର କରିଛନ୍ତି । ସେ କିଛି ଫଟୋରେ ବ୍ୟାକ ପୋଜ ମଧ୍ୟ ଦେଇଛନ୍ତି । ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି ‘ଯଦି ହୋଇପାରନ୍ତା ସେ ସେହିଠାରେ ରହିଯାଆନ୍ତେ’ ।

ଏଠାରେ କହିରଖୁଛୁ ଯେ ଶିଳ୍ପା ସେଟ୍ଟୀ ନିଜ ଶରୀରକୁ ମେଂଟନ କରିବା ପାଇଁ ଖୁବ ୱାର୍କଆଉଟ କରନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More