Only for Entertainment

ଶ୍ରଦ୍ଧାଙ୍କ ଦୀପାବଳି ଲୁକକୁ ନେଇ ବଡ ଖୁଲାସା, ଶାଢୀକୁ ନେଇ ସାମ୍ନାକୁ ଆସିଲା ଏହି କଥା !

42

ଦୀପାବଳିରେ ଗାଢ ବାଈଗଣୀ ରଂଗର ଶାଢୀ ପିନ୍ଧି ପାରମ୍ପାରିକ ଲୁକରେ ନଜର ଆସିଥିଲେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୂର ।

 

View this post on Instagram

 

A post shared by Shraddha (@shraddhakapoor) on

ଖାସ କଥା ହେଉଛି ଶ୍ରଦ୍ଧା ଶାଢୀ କୌଣସି ଡିଜାଇନର ନୁହଁନ୍ତି ବରଂ ତାଙ୍କ ମା’ଙ୍କ ଠାରୁ ମାଗିକି ପିନ୍ଧି ଆସିଥିଲେ । ଶ୍ରଦ୍ଧାଙ୍କ ଦୀପାବଳି ଲୁକର ଏହି ଆଇଡିଆ କାମ କରିଛି । ସୋସିଆଲ ମିଡିଆରେ ତାଙ୍କ ଲୁକକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି ।

 

View this post on Instagram

 

A post shared by Shraddha (@shraddhakapoor) on


ଶ୍ରଦ୍ଧା ଶାଢୀ ସହ ପରଫେକ୍ଟ ଭାରତୀୟ ଲୁକ ରେ ସେ ଗୋଲ୍ଡେନ ଚୋକର ଲଗାଇଥିଲେ, ଏହାସହ କାନରେ ଝୁମକା ମଧ୍ୟ ଲଗାଇଥିଲେ । ଶ୍ରଦ୍ଧାଙ୍କ ମେକଅପ ବିଷୟରେ କହିବାକୁ ଗଲେ କଳା ରଂଗର ସ୍ମୋକି ଆଇଜ ଏବଂ ନ୍ୟୁଡ ଲିପ୍ସ ତାଙ୍କ ଲୁକକୁ ବନାଇଛି ପରଫେକ୍ଟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More