Only for Entertainment

‘ବୀରେ ଦି ୱେଡିଂ’ର ଟ୍ରେଲର ରିଲିଜ, ଦେଖିବାକୁ ମିଳିଲା ଫିମେଲ ବଣ୍ଡିଂ

you yube
0 42

କରୀନା କପୁର, ସୋନମ କପୁର, ସ୍ୱରା ଭାସ୍କର ଏବଂ ଶୀଖା ତଖତାନୀଙ୍କ ଫିଲ୍ମ ‘ବରେ ଦି ୱେଡିଂ’ର ଟ୍ରେଲର ରିଲିଜ କରାଯାଇଛି । ତୈମୁରଙ୍କ ଜନ୍ମ ହେବାପରେ ଏହି ଫିଲ୍ମ ଜରିଆରେ ବଲିଉଡକୁ ଫେରିଥିବା କରୀନା ଏହି ଟ୍ରେଲରେ ଖୁବ ମଜାଦାର ଅନ୍ଦାଜରେ ନଜର ଆସିଛନ୍ତି । ତେବେ ଟ୍ରେଲର ଦେଖିବ ପରେ  ଜଣା ପଡୁଛି ଯେ କରୀନା ଫିଲ୍ମର ‘ବୀରେ’ । ଏବଂ  କରୀନାଙ୍କ  ବିବାହକୁ ନେଇ ଫିଲ୍ମ କାହାଣୀ ଗତିଶୀଳ । ଏହା ସହିତ ଫିଲ୍ମରେ ୪ ଜଣ ଫ୍ରେଣ୍ଡଙ୍କ ରିଲେସନସିପ ଦେଖିବାକୁ ମିଳିଛି ।

କହିରଖୁଛୁ ଯେ ଫିଲ୍ମ  ୧ ଜୁନକୁ ରିଲିଜ ହେବ । ଏବା ପ୍ରଥମେ ୧୮ ମଇରେ ରିଲିଜ ହେବାପାଇଁ ଠିକ ହୋଇଥିଲା  କିନ୍ତୁ କୌଣସି କରଣକୁ  ଏହାର ରିଲିଜ ଡେଟକୁ ଘୁଞ୍ଚାଇ ଦିଆଯାଇଛି ।

ଦେଖନ୍ତୁ ଟ୍ରେଲର…

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More