Only for Entertainment

ଶୂଶ୍ମିତାଙ୍କ ଭାଇ ରାଜୀବ ଗୋଆରେ ଗର୍ଲଫ୍ରେଣ୍ଡ ସହ କଲେ ନିର୍ବନ୍ଧ, ଦେଖନ୍ତୁ !

20

ବଲିଉଡ ଅଭିନେତ୍ରୀ ସୁଷ୍ମିତା ସେନଙ୍କ ଭାଇ ରାଜୀବ ସେନ ୯ଜୁନରେ ଅଭିନେତ୍ରୀ ଚାରୁ ଅସୋପାଙ୍କ ସହ କୋର୍ଟ ମ୍ୟାରେଜ କରିଥିଲେ । ସେହିପରି ଏବେ ଏହି ଯୋଡି ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଦୁହେଁ ୧୬ଜୁନ ଅର୍ଥାତ କାଲି ଗୋଆରେ ବିବାହ କରିବେ ।

 

View this post on Instagram

 

#Repost @rajeevsen9 with @get_repost ・・・ i love you for a 1000 years & beyond ❤️? #rajakibittu #engagement

A post shared by charu asopa♥♥ (@asopacharu) on


ନିକଟରେ ଏହି ଯୋଡି ନିର୍ବନ୍ଧ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଫଟୋରେ ରାଜୀବ କଳା ରଂଗର ସୁଟରେ ଖୁବ ହ୍ୟାଣ୍ଡସମ ନଜର ଆସିଛନ୍ତି । ସେହିପରି ଚାରୁ ଧଳା ଗାଉନରେ ଖୁବ ଗର୍ଜିଅସ ଦିଶୁଛନ୍ତି ।


ୱାକଫ୍ରଂଟ ବିଷୟରେ କହିବାକୁ ଗଲେ ଚାରୁ ଶେଷ ଧର ପାଇଁ ଷ୍ଟାରପ୍ଲସ ସିରିୟଲ ‘ମେରେ ଅଙ୍ଗନ ମେଁ’ରେ ନଜର ଆସିଥିଲେ । ଏହି ସିିରିଅଲରେ ସେ ଏକ ସାଧାରଣ ଝିଅ ଭୂମିକାରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More