Only for Entertainment

ଏହି ଅଭିନେତ୍ରୀଙ୍କ ସହିତ ରେସ ଲଗାଇଲେ ତୈମୁର ଅଲ୍ଲୀ ଖାନ, ଭିଡିଓ ହେଲା ଭାଇରାଲ

India Today
51

ତୈମୁର ଅଲ୍ଲୀ ଖାନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରହାଲ ହେବାରେ ଲାଗିଛି । ଏହି ଭିଡିଓ କରୀନା କପୁରଙ୍କ ଫିଲ୍ମ ‘ଗୁଡ ନ୍ୟୁଜ’ର ସେଟର । ଭିଡିଓରେ ତୈମୁରଙ୍କୁ ଅଭିନେତ୍ରୀ କିଆରା ଆଡଭାଣୀଙ୍କ ସହିତ ରେସ ଲଗାଉଥିବାର ଦେଖିବାକୁ ମିଳିଛି । ତୈମୁରଙ୍କ ଏହି ଭିଡିଓ ଏବେ ଇଣ୍ଟରେନଟରେ ଛାଇ ରହିଛି । ଭିଡିଓରେ ତୈମୁର ରେଜ ଟି-ସର୍ଟ ଏବଂ ବ୍ଲୁ ପ୍ୟାଣ୍ଟରେ ଖୁବ କ୍ୟୁଟ ଦେଖାଯାଉଛନ୍ତି । ଦୁହିଁଙ୍କ ବଣ୍ଡିଂକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।

କହିରଖୁଛୁ ଯେ, ତୈମୁରଙ୍କ କୌଣସି ଫଟୋ କିମ୍ବା ଭିଡିଓ ସାମ୍ନାକୁ ଆସିବା ମାତ୍ରେ ତାହା ଖୁବ ଭାଇରାଲ ହୋଇ ଯାଇଥାଏ । କିଛି ଦିନ ପୂର୍ବେ ତୈମୁରଙ୍କ ଏକ ଭିଡିଓ ଖୁବ ଭାଇରା ହୋଇଥିଲା ଏହି ଭିଡିଓରେ ସେ ପାପାରାଜୀଙ୍କୁ ମିଡିଆ ଡାକୁଥିବାର ନଜର ଆସିଥିଲେ ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More