Only for Entertainment

ର୍ୟାମ୍ପ ସମୟରେ ଝିଅକୁ ସ୍ତନ୍ୟପାନ କରାଇଲେ ମଡେଲ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରଲ ।

timesofindia
0 67

ଆଜିର ଦିନରେ ସୋସିଆଲ ମିଡିଆରେ ଜଣେ ମଡେଲଙ୍କ ଫଟୋ ଭାଇରଲ ହେଉଛି, କାରଣ ସେ ର୍ୟାମ୍ପ ରେ ଚାଲିବା ବେଳେ ନିଜର ୫ମାସର ଛୁଆକୁ ସ୍ତନ୍ୟପାନ କରାଇଥିଲେ । ଏହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ ମିଆମୀ ଇଲୁଷ୍ଟ୍ରେଟେଡ଼ ମାଗାଜିନର ଫ୍ୟାସନ ସୋ ରେ ଆମେରିକା ର ମଡେଲ ମାରା ମାର୍ଟିନ ନିଜର ନବଜାତ ଶିଶୁ କନ୍ୟାକୁ ବ୍ରେଷ୍ଟ ଫିଡ଼ିଂ କରାଇଥିଲେ। ଏହି ମଡେଲ ଜଣକ ର୍ୟାମ୍ପ ରେ ଚାଲିଲା ବେଳେ ବିକିନୀ ପିନ୍ଧିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More