Only for Entertainment

ଜାଣନ୍ତୁ ଆଜିର ରାଶିଫଳ

12

ମେଷ: କାମରେ ସଫଳତା ପାଇଁ ସହ‌େଯାଗ ମିଳିବ। ଖୁସି ଖବର ପାଇବେ। ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳ ହେବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

 

ବୃଷ: ସମୟ ପୂର୍ବରୁ କାମ ଶେଷ ହେବ। ସାମାଜିକ କାର୍ଯ୍ୟରେ ସମୟ ବିତିବ। ପ୍ରିୟତମଙ୍କ ସହ ସମ୍ବନ୍ଧରେ ସୁଧାର ଆସିବ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୨।

 

 

ମିଥୁନ: ରାଜନୀତିରେ ଆଗକୁ ବଢ଼ି‌ବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ। ବ୍ୟବସାୟରେ ଲାଭ। ଘରକୁ ଅତିଥି ଆସିବେ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୫।

 

କର୍କଟ: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ସରକାରୀ କର୍ମଚାରୀଙ୍କୁ ଲାଭ ମିଳିବାର ସୁଯୋଗ। ବନ୍ଧୁତା ବଢ଼ିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

 

ସି˚ହ: ଜୀବିକା ପାଇଁ ନୂଆ ସୁଯୋଗ। ବାକି ଟଙ୍କା ଫେରିପାଇବେ। ଘରକୁ ମିତ୍ର ଆସିପାରନ୍ତି। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୮।

 

କନ୍ୟା: ଆତ୍ମବିଶ୍ବାସ ବଢ଼ିବ। କାର୍ଯ୍ୟାଳୟରେ ମହିଳାଙ୍କ ଉନ୍ନତି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

 

ତୁଳା: ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ। ବିଦେଶ ଯିବାର ରାସ୍ତା ଉନ୍ମୁକ୍ତ ହେବ। ଖର୍ଚ୍ଚ ବଢ଼ିପାରେ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୭।

 

ବିଛା: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଜ୍ୟୋତିଷ ବିଜ୍ଞାନ ଚର୍ଚ୍ଚା କରିପାରନ୍ତି। ସାମାଜିକ କାର୍ଯ୍ୟରେ ମନ ଲାଗିବ। ମିତ୍ରଙ୍କ ଠାରୁ ସୁସମ୍ବାଦ ମିଳପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

 

ଧନୁ: କାମ କରିବା ସହଜ ହେବ। ନୂଆ ଲୋକଙ୍କ ସହ ପରିଚୟ। ପାରିବାରିକ ଜୀବନ ସୁଖମୟ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

 

ମକର: ପୂଜାପାଠରେ ଅଧିକ ସମୟ ବିତିବ। ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ବିଚାର କରିପାରନ୍ତି। କାମ ପାଇଁ ଅଫିସରେ ପ୍ରଶଂସିତ ହେବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୬।

 

କୁମ୍ଭ: ମନ ପ୍ରଫୁଲ୍ଲ ରହିବ। ହୃଦୟ କଥା ଅନ୍ୟକୁ ଜଣାଇବେ। ଠାକୁର ଦର୍ଶନ କରନ୍ତୁ, ଶୁଭଫଳ ମିଳିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୪।

 

ମୀନ: ଜୀବନରେ ପରିବର୍ତ୍ତନ ଆସିବ। ଗଣମାଧୢମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଶୁଭ। ଖୁସି ଖବର ପାଇବେ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୭।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More