Only for Entertainment

ସଲମାନଙ୍କ ଘୋଷଣା: ବିନୋଦ ଖନ୍ନାଙ୍କ ସ୍ଥାନରେ ଏହି ବ୍ୟକ୍ତି କରିବେ ଚୁଲବୁଲ ପାଣ୍ଡେଙ୍କ ବାପାଙ୍କ ରୋଲ ।

38

ବଲିଉଡ ଆକ୍ଟର ସଲମାନ ଖାନ ଏବଂ ସୋନାକ୍ଷୀ ସିହ୍ନା ଏବେ ତାଙ୍କ ଅପକମିଂ ଫିଲ୍ମ ଦବଙ୍ଗ ଥ୍ରି’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଅଧିକାଂଶ ସମୟରେ ଫିଲ୍ମ ସେଟରୁ ଫଟୋ ଏବଂ ଭିଡ଼ିଓ ଭାଇରାଲ ହେଉଛି ।

ଫିଲ୍ମର ସୁଟିଂ ଆରମ୍ଭ ହେବା ପରଠାରୁ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ କିଏ ବିନୋଦ ଖନ୍ନାଙ୍କ ଚରିତ୍ରରେ ନଜର ଆସିବେ । ନିକଟରେ ଏହି କଥାର ଖୁଲାସା କରିଛନ୍ତି ସଲମାନ ଖାନ ।

 

ନିକଟରେ ସଲମାନ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଶେୟାର କରିଥିଲେ , ଯେଉଁଥିରେ ପ୍ରଥମେ ସଲମାନ ଏବଂ ବିନୋଦଙ୍କ ଏକ ଫଟୋକୁ ଦେଖାଯାଇଛି । ଏହାପରେ କ୍ୟାମେରା ସାମ୍ନାରେ ପ୍ରମୋଦ ଖନ୍ନାଙ୍କୁ ଦେଖାଯାଇଛି । ଏହା ସହିତ ଏହା ମଧ୍ୟ କୁହାଯାଇଛିଯେ ଫିଲ୍ମରେ ପ୍ରମୋଦ ଖନ୍ନା ସଲମାନଙ୍କ ପିତା ପ୍ରଜାପତି ପାଣ୍ଡେଙ୍କ ଚରିତ୍ରରେ ନଜର ଆସିବେ । ଭିଡ଼ିଓରେ ପ୍ରଭୁ ଦେବା ଏବଂ ସୋନାକ୍ଷୀ ମଧ୍ୟ ନଜର ଆସିଛନ୍ତି । ଫିଲ୍ମ ଆସନ୍ତାବର୍ଷ ୨୦ ଡିସେମ୍ବରକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More