Only for Entertainment

ଦିଲବର ଗୀତରେ ଫାତିମା ସନା ଶେଖ ଏବଂ ସାନ୍ୟା ମଲହୋତ୍ରାଙ୍କ ଜୋରଦାର ଡ୍ୟାନ୍ସ !

instagram
0 33

ବଲିଉଡ ଅଭିନେତ୍ରୀ ଫାତିମା ସନା ଶେଖ ଏବଂ ସାନ୍ୟା ମଲହୋତ୍ରା ନିଜର ଡେବ୍ୟୁ ଫିଲ୍ମ ଏକା ସହ ‘ଦଙ୍ଗଲ’ରେ କରିଥିଲେ । ଫିଲ୍ମରେ ଦୁହେଁ ଭଉଣୀ ଭୂମିକାରେ ନଜର ଆସିଥିଲେ, ମାତ୍ର ଏହି ଦୁହିଁଙ୍କ ବନ୍ଧୁତା ଏବେ ପର୍ଯ୍ୟନ୍ତ କାୟମ ରହିଛି ।

ଯଦିଓ ଏହି ଅଭିନେତ୍ରୀ ଏବେ ନିଜ ନିଜ ଫିଲ୍ମରେ ବ୍ୟସ୍ତ ରହୁଛନ୍ତି କିନ୍ତୁ ସମୟ ମିଳିଲେ ଦୁହେଁ ଦୁହିଁଙ୍କୁ ସାକ୍ଷାତ କରୁଛନ୍ତି । କିଛି ଦିନ ତଳେ ଏକ ଭିଡିଓରେ ଦୁହିଁଙ୍କର ଡ୍ୟାନ୍ସ ଦେଖିବାକୁ ମିଳିଛି ।

Choreography by @shazebsheikh ? #shazebsheikhchoreography

A post shared by Fatima Sana Shaikh (@fatimasanashaikh) on

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଦୁହେଁ ନିଜର ଡ୍ୟାନ୍ସ ଭିଡିଓ ଶେୟାର କରିଛନ୍ତି । ଭିଡିଓରେ ଦୁହେଁ ଅଭିନେତ୍ରୀ ‘ସତ୍ୟମେବ ଜୟତେ’ର ସୁପରହିଟ ଟ୍ରାକରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More