ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ ରବିବାରକୁ ଯୋଧପୁରର ଉମୈଦ ଭବନ ପ୍ୟାଲେସରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ରବିବାର ଦିନ ହିନ୍ଦୁ ରୀତିନୀତିରେ ସେ ବିବାହ କରିଛନ୍ତି । ଦୁହିଁଙ୍କ ବିବାହର ଖୁବ କମ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ମାତ୍ର ଧୀରେ ଧୀରେ କିଛି ଭିଡିଓ ଏବଂ ଫଟୋ ସାମ୍ନାକୁ ଆସୁଛି ।
ନିକଟରେ ଇଂଟରନେଟରେ ଏକ ଭିଡିଓ ଶେୟାର କରାଯାଇଛି ଯେଉଁଥିରେ ପ୍ରିୟଙ୍କା ପାଲିଙ୍କିରେ ନିଜର ଫିଲ୍ମ ଗୀତ ‘ସଲାମେ ଇସ୍କ’ରେ ଏଂଟ୍ରି କରିଥିଲେ । ଏହପରେ ପ୍ରିୟଙ୍କା ମାଇକ ଧରି ଫଙ୍କସନ ପ୍ରସ୍ତୁତି ଦେଖିଛନ୍ତି ଏବଂ ପଣ୍ଡିତଙ୍କୁ ନୂଆ ଫୁଲ ଲଗାଇବା ପାଇଁ ନିର୍ଦ୍ଦେଶ ଦେଉଥିବା ନଜର ଆସିଛନ୍ତି । ଦେଖନ୍ତୁ ଭିଡିଓ-
View this post on Instagram
ଏବେ ପ୍ରଶଂସକଙ୍କୁ ନିକ-ପ୍ରିୟଙ୍କାଙ୍କ ବିବାହର ଅଧିକରୁ ଅଧିକ ଭିଡିଓର ଅପେକ୍ଷା ରହିଛି ।