Only for Entertainment

ସୌନ୍ଦର୍ଯ୍ୟ ପାଇଁ ନୁହେଁ । କେବଳ ଏହିସବୁ କାରଣ ଯୋଗୁଁ ପୁରୁଷ ଓ ମହିଳା ଆକର୍ଷିତ ହୋଇଥାନ୍ତି ।

freepik
0 45

କିସ୍ପୋପ୍ଟିନ୍ ନାମକ ହରମନ ଯୋଗୁଁ ବିପରୀତ ଲିଙ୍ଗ ପ୍ରତି ଆକର୍ଷଣ ହୋଇଥାଏ । ଯାହା ମାନବ ମସ୍ତିଷ୍କରେ ଦେଖିବାକୁ ମିଳିଛି । ଏହି ହରମନ ଯୋଗୁଁ ମହିଳା ଏବଂ ପୁରୁଷ ଦୁହେଁ ଦୁହିଁଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ଏବଂ ସେମାନଙ୍କ ମଧ୍ୟରେ ଯୌନସଂପର୍କର ଇଚ୍ଛା ବୃଦ୍ଧି ହୋଇଥାଏ ।

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ଜନନକ୍ଷମତା , ଆକର୍ଷଣ, ଯୌନାଚାର ଉପରେ ନିୟନ୍ତ୍ରଣ ଏକ ମାଧ୍ୟମ ସାହାର୍ଯ୍ୟରେ ହୋଇଥାଏ । ଯାହାକୁ କିସ୍ପୋପ୍ଟିନ୍ କୁହାଯାଏ ।

ଏହା ମସ୍ତିଷ୍କର ବିଭିନ୍ନ ଦିଗରେ ସାମନ୍ତରାଳ ଭାବରେ ଗତି କରିଥାଏ । ଏହି ଗବେଷଣାଟି ଏକ ମୂଷକୁ ନେଇ କରାଯାଇ ଥିଲା ।
ଜର୍ମାନି ସ୍ଥିତ ସାରଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ ୟୁଲ୍ରିଚ୍ ବିଏମଙ୍କ କହିବାନୁଯାୟୀ, “ଏହି ଗବେଷଣାରୁ ସ୍ପଷ୍ଟ ଭାବରେ ଜାଣିବାକୁ ମିଳିଥିଲା ଯେ ମସ୍ତିଷ୍କ କିଭଳି ଭାବରେ ସାରା ବ୍ରହ୍ମାଣ୍ଡରେ ମିଳନ ହେଉଥିବା ସାଂକେତିକ ର୍ବାାକୁ ବୋଧଗମ୍ୟ ଭାଷାରେ ପରିର୍ବନ କରୁଛି” ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More