ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ୨.୦ର ନୂଆ ପୋଷ୍ଟର ନିକଟରେ ରିଲିଜ ହୋଇଛି । ସାମ୍ନାକୁ ଆସିଥିବା ଏହି ନୂଆ ପୋଷ୍ଟରରେ ରଜନୀକାନ୍ତ ଏବଂ ଏମ୍ମୀ ଜ୍ୟାକସନଙ୍କ ରୋମାଂଟିକ ଅନ୍ଦାଜ ନଜର ଆସିଛି । ଦୁଇ ଜଣ ପରସ୍ପରର ଆଖିରେ ହଜି ଯାଇଛନ୍ତି ।
LOVE IN THE TIME OF ROBOTS…29.11.2018#2Point0 #2Point0FromNov29 @rajinikanth @akshaykumar @arrahman @shankarshanmugh @iamAmyJackson @LycaProductions @DharmaMovies pic.twitter.com/qxPKqZMrjU
— 2.0 (@2Point0movie) November 15, 2018
କହିରଖୁଛୁଯେ ଫିଲ୍ମ ୪୦୦ କୋଟିରୁ ଅଧିକ ବଜେଟରେ ନିର୍ମାଣ ହେଉଛି । ଫିଲ୍ମରେ ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ବ୍ୟତୀତ ଏମ୍ମୀ ଜ୍ୟାକସନ ଏବଂ ମୁଖ୍ୟ ଚରିତ୍ରରେ ନଜର ଆସିବେ ।ଏହା ପ୍ରଥମ ଥରଯେ ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ଯୋଡ଼ିକୁ ଦର୍ଶକ ପରଦାରେ ଦେଖିବାକୁ ପାଇବେ । ଏହି ଫିଲ୍ମ ତେଲୁଗୁ ଏବଂ ହିନ୍ଦୀ ଭାଷାରେ ରିଲିଜ କରାଯିବ ।