Only for Entertainment

ଆଜି ବଲିଉଡର ଦିବଙ୍ଗତ ଅଭିନେତା ଦେବାନନ୍ଦଙ୍କ ଜନ୍ମଦିନ !

youtube
0 32

ପ୍ରସିଦ୍ଧ କଳାକାର ଦେବାନନ୍ଦଙ୍କର ଆଜି ୯୫ତମ ଜନ୍ମଦିନ । ତାଙ୍କର ଅସଲି ନାଁ ଧର୍ମଦେବ ଆନନ୍ଦଥିଲା କିନ୍ତୁ ସିନେମାରେ ପ୍ରବେଶ କଲା ପରେ ସେ ଦେବାନନ୍ଦ ନାଁରେ ପ୍ରସିଦ୍ଧ ହୋଇଥିଲେ । ତାଙ୍କୁ ଅନେକ ଲୋକ ବଲିଉଡର ପ୍ରଥମ ସୁପରଷ୍ଟାର ବୋଲି ମାନନ୍ତି । ଅଭିନେତା ଦେବାନନ୍ଦ ତାଙ୍କର ଫିଲ୍ମ କ୍ୟାରିଅରରେ ଅନେକ ସୁପରହିଟ ଫିିଲ୍ମର ଅଭିନୟ କରିଛନ୍ତି ।

ଏହାପରେ ସେ ସିନେମାରେ ନିର୍ଦ୍ଦେଶକ ଏବଂ ନିର୍ମାତା ଭୂମିକା ମଧ୍ୟ ତୁଲାଇଛନ୍ତି । ସିନେମାରେ ଖାସ ଯୋଗଦାନ କାରଣରୁ ତାଙ୍କୁ ଦାଦା ସାହେବ ଫାଲ୍କେ ଏବଂ ପଦ୍ମଭୂଷଣ ଭଳି ପୁରଷ୍କାରରେ ସମ୍ମାନିତ କରାଯାଇଥିଲା । ୩ଡିସେମ୍ବର ୨୦୧୧ରେ ହିନ୍ଦୀ ସିନେମାର ଏହି କଳାକାରଙ୍କ ନିଧନ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More