Only for Entertainment

ବଲିଉଡ ଅଭିନେତ୍ରୀ ଶର୍ଲିନ ଚୋପ୍ରା ନିଆରା ଅନ୍ଦାଜ ଡ୍ରେସରେ ନଜର ଆସିଲେ ସେକ୍ସି, ସୋସିଆଲ ମିଡିଆରେ ଭିଡିଓରେ ଭାଇରାଲ !

instagram
52

ବଲିଉଡ ଅଭିନେତ୍ରୀ ଶର୍ଲିନ ଚୋପ୍ରା ସବୁବେଳେ ନିଜର ସେକ୍ସି ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ଏବେ ତାଙ୍କ ନାଁ ସାମ୍ନାକୁ ଆସେ, ଫ୍ୟାନ୍ସ ମାନେ ବୁଝି ଯାଆନ୍ତି କି ଏବେ କିଛି ନୂଆ ଦେଖିବାକୁ ମିଳିବ । ଏବେ ଶର୍ଲିନ ଏହିଭଳି କିଛି ଭିଡିଓ ଶେୟାର କରିଛନ୍ତି ସୋସିଆଲ ମିଡିଆରେ । ଏହି ଭିଡିଓରେ କିଛି ନିଆରା ଅନ୍ଦାଜରେ ନଜର ଆସିଛନ୍ତି ଶର୍ଲିନ । ଦେଖନ୍ତୁ –

 

View this post on Instagram

 

#halloweenshoot with @ashishsom & @makeuphairbyvidyajagtap ❤️

A post shared by Sherlyn Chopra (@sherlynchopra) on

 

View this post on Instagram

 

#aboutyesterday #halloweenfever ? @ashishsom

A post shared by Sherlyn Chopra (@sherlynchopra) on

 

View this post on Instagram

 

#happyhalloween ? pic by @ashishsom @makeuphairbyvidyajagtap

A post shared by Sherlyn Chopra (@sherlynchopra) on

ଶର୍ଲିନ ଚୋପ୍ରା ଏହି ଭିଡିଓରେ ହେଲୋୱିନ ଗେଟଅପରେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି । ଏହି ଗେଟଅପରେ ସେ ଏକ ସିଂହ ନିଜ ମୁଣ୍ଡରେ ଲଗାଇଛନ୍ତି । ଏହି ଭିଡିଓ ଶେୟାର କରି ଶର୍ଲିନ ଲେଖିଛନ୍ତି ଯେ ଏହା ତାଙ୍କର ହାଲୋୱିନ ଗେଟଅପ୍ । ଶର୍ଲିନଙ୍କର ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି ଦର୍ଶକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More