Only for Entertainment

ଏହି ଦୁଇ ଝିଅଙ୍କ ପାଇଁ ଇଂଷ୍ଟାଗ୍ରାମରେ ଆକାଉଂଟ ଖୋଲିଲେ ଆଦିତ୍ୟ ରୟ କପୁର ।

bollywood tadka
27

ଇଣ୍ଡଷ୍ଟ୍ରରେ ଏଭଳି କିଛି ତାରକା ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । ଏଭଳି ମଧ୍ୟ କିଛି ତାରକା ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆରେ ହିଁ ନାହାଁନ୍ତି । ସେହି ମାନଙ୍କ ମଧ୍ୟରୁ ଗୋଟିଏ ନାମ ହେଉଛି ଆଦିତ୍ୟ ରୟ କପୁର । କିନ୍ତୁ ଦୁଇ ଦିନ ପୂର୍ବରୁ ଆଦିତ୍ୟ ମଧ୍ୟ ଇଂଷ୍ଟାଗ୍ରାମରେ ସ୍ଥାନ ସୃଷ୍ଟି କରି ସାରିଛନ୍ତି । ଏହି ମଧ୍ୟରେ ଆଦିତ୍ୟଙ୍କର ୬୫.୮କେ ଫଲୋର୍ସ ହୋଇ ସାରିଛନ୍ତି । ଆଦିତ୍ୟ ତାଙ୍କର ପ୍ରଥମ ଫଟୋ ମଧ୍ୟ ପୋଷ୍ଟ କରି ସାରିଛନ୍ତି । କ୍ୟାପ୍ସନରେ ଲେଖିଛନ୍ତି ଏହି ଦୁଇ ଝିଅଙ୍କ ପାଇଁ ମୁଁ ସୋସିଆଲ ମିଡିଆରେ ଆକ୍ଟିଭ ହେଲି ।

କିଛି ଦିନ ପୂର୍ବରୁ ବରୁଣା ଧାୱନ ଆଦିତ୍ୟ ରୟ କପୁରଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଯେଉଁଥିରେ ସେ କହୁଛନ୍ତିଯେ କେଉଁଭଳି ଲୋକ ତାଙ୍କୁ ଇଂଷ୍ଟାଗ୍ରାମରେ ଜଏନ କରିବାର ଲାଭ ବିଷୟରେ ଜଣାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More