Only for Entertainment

‘କୋଲାବେରୀ ଡି…’ ଗୀତରେ ଜେଜେ ମା’ – ନାତିଙ୍କ ଧମାଲ, ଟିକ୍ ଟକ ର ଏହି ସୁପର କ୍ୟୁଟ ଭିଡିଓ ହେଲା ଭାଇରାଲ

ndtv
66

ଟିକ୍ ଟକ୍ ଆପକୁ ନେଇ ଏବେ ଅନେକ ଆଲୋଚନା ହେଉଥିଲେ ବି ଏହି ଆପର ଲୋକପ୍ରିୟତା ବଢିବାରେ ଲାଗିଛି । ଟିକ୍ ଟକ୍ ଭିଡିଓ ଗୁଡିକ ନା କେବଳ ଭାଇରାଲ ହେଉଛି ଏହା ଲୋକଙ୍କ ହୃଦୟକୁ ମଧ୍ୟ ଛୁଇଁ ପାରୁଛି । ଏପରି ଏକ ଭିଡିଓ ସୋସିଆଲ ମିଡିଆ ଆପ ଟିକ ଟକରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜେଜେ ମା ଏବଂ ନାତି ପପୁଲାର ସଙ୍ଗ ‘କୋଲାବେରି ଡି’ରେ ମସ୍ତି କରୁଥିବାର ନଜର ଆସିଛନ୍ତି ।

ଭିଡିଓରେ ଜେଜେ ମା ଏବଂ ନାତିର ସାଥ ଦେଉଥିବା ଦେଖିବାକୁ ମିଳିଛି । ଏହି ଜେଜେ ମା ଏବଂ ନାତିଙ୍କ ସୁପରକ୍ୟୁଟ ଯୋଡିକୁ ଲୋକେ ଖୁବ ପନସନ୍ଦ କରିବାରେ ଲାଗିଛନ୍ତି । ଜମେ ଟ୍ୱିଟର ବ୍ୟବହାରକାରୀ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି, ଟିକ ଟକରେ କିଛି ଭିଡିଓ ସୁପର କ୍ୟୁଟ ହୋଇଥାଏ । ପୁରୁଣା ପିଢି ଏବଂ ନୂଆ ପିଢିର ଏହି ଯୁଗଳବନ୍ଦୀକୁ ଲୋକେ ଖୁବ ପସନ୍ଦ କରିଛନ୍ତି ।

ଦେଖନ୍ତୁ –


Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More