Only for Entertainment

ଏବେ ହରର ଫିଲ୍ମ ରେ ନାୟକ ସାଜିବେ ହର୍ଷ ବର୍ଦ୍ଧନ !

DNAindia
0 44

ଫିଲ୍ମ ମାର୍ଜିଆଁରୁ ନିଜର ଫ୍ଲପ କ୍ୟାରିଅର ଆରମ୍ଭ କରିଥିବା ଅନିଲ କପୂରଙ୍କ ପୁଅ ହର୍ଷ ବର୍ଦ୍ଧନଙ୍କ ଦ୍ଵିତୀୟ ଫିଲ୍ମ “ଭାବେଶ ଯୋଶୀ” ଦର୍ଶକଙ୍କ ହୃଦୟରେ ଏବେ ପର୍ଯ୍ୟନ୍ତ କିଛି ଖାସ ସ୍ଥାନ ବନାଇ ପାରିନାହିଁ । ହର୍ଷଙ୍କୁ ବଲିଉଡରେ ଉନ୍ନତିର ରାସ୍ତା ଦେଖା ନଯିବା ବେଳେ ଏବେ ଖବର ଶୁଣିବାକୁ ମିଳିଛି ସେ ଖୁବ ଶୀଘ୍ର ତାଙ୍କର ଏକ ହରର ଫିଲ୍ମ ପରଦାକୁ ଆସିବାକୁ ଯାଉଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ ହର୍ଷ ନିର୍ଦ୍ଦେଶକ ଅସୀମ ଆଲୁବଲିଆଙ୍କ ସହ ଏହି ଫିଲ୍ମ ସମ୍ପର୍କରେ ଚର୍ଚ୍ଚା କରିଛନ୍ତି ।

ଏହି ଫିଲ୍ମର ନିର୍ମାଣ ଅନିଲ କପୂର ଙ୍କ କମ୍ପାନୀ କରିପାରନ୍ତି । ଅସିମ ଙ୍କୁ ୨୦୧୨ରେ ଫିଲ୍ମ ମିସ ଲବଲି ପାଇଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଚର୍ଚ୍ଚା କରାଯାଇଥିଲା ମାତ୍ର ପୂର୍ବ ବର୍ଷ ଡ଼ନରୁ ନେତା ହୋଇଥିବା ଅରୁଣ ଗାଵଲୀଙ୍କ ଫିଲ୍ମ ଡାଡି ଫ୍ଲୋପ ହୋଇଥିଲା । ମାତ୍ର ସୂତ୍ରରୁ ପ୍ରକାଶ ଯେ ଅସୀମ ଯେଉଁ ଆଇଡିଆ ହର୍ଷ ଙ୍କୁ ଦେଇଛନ୍ତି ଏହା ତାଙ୍କୁ ପସନ୍ଦ ଆସିଛି

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More