ଗର୍ଲଫ୍ରେଣ୍ଡ ସହିତ ଡିନର ପାଇଁ ପହଂଚିଲେ ସୁନିଲ ସେଟ୍ଟୀଙ୍କ ପୁଅ ଅହାନ,ସାମ୍ନାକୁ ଆସିଲା ଫଟୋ ।
ବଲିଉଡ ଆକ୍ଟର ସୁନିଲ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀ ଅଧିକାଂଶ ସମୟ ତାଙ୍କ ଗର୍ଲଫ୍ରେଣ୍ଡ ତାନିଆ ସ୍ରଫଙ୍କ ସହିତ ସ୍ପଟ ହୋଇଥାନ୍ତି । ନିକଟରେ ଦୁଇଜଣ ମୁମ୍ବାଇର ଏକ ଥାଇ ରେଷ୍ଟୁରାଂଟରେ ସ୍ୱଟ ହୋଇଛନ୍ତି ।
ଅହାନ ପ୍ରାୟ ସମୟ ଗର୍ଲଫ୍ରେଣ୍ଡ ତାନିଆଙ୍କର ଫଟୋ ସେୟାର କରି ପ୍ରେମକୁ ଦର୍ଶାଇଥାନ୍ତି ।
ଖବର ଅନୁସାରେ ଦୁଇଜଣ ବହୁ ଦିନ ଧରି ରିଲେସନସିପରେ ଅଛନ୍ତି । ତାନିଆ ବିଦେଶରେ ସେଟଲ ହୋଇଛନ୍ତି ଏବଂ କେତେକ ମାଗାଜିନର ମଡେଲ ମଧ୍ୟ ହୋଇଛନ୍ତି । ନିକଟରେ ସେ ତାଙ୍କର କେତେକ ଫଟୋ ମଧ୍ୟ ସେୟାର କରିଥିଲେ ।