Only for Entertainment

ଐଶ୍ୱର୍ଯ୍ୟା ସାଜିଲେ ପରୀ, ଧଳା ଗାଉନରେ ଦେଖିବାକୁ ମିଳିଲା କାତିଲାନା ଅନ୍ଦାଜ !

34

କାନ୍ସ ଫିଲ୍ମ ଫେଷ୍ଟିଭାଲ୨୦୧୯ରେ ବଲିିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଯିଏ ପ୍ରଥମ ଦିନରେ ନିଜ ଲୁକରେ ସମସ୍ତଙ୍କୁ ମତୁଆଲା କରି ଦେଇଥିଲେ । ସେହିଭଳି ଏବେ ପୁଣି ଥରେ ଐଶ ନିଜ କାତିଲାନା ଅନ୍ଦାଜରେ ସାରା ଲାଇମଲାଇଟ ଚୋରି କରିଛନ୍ତି । ଐଶ କାନ୍ସରେ ନିଜ ଦ୍ୱିତୀୟ ଦିନରେ ଧଳାରଂଗକୁ ନିଜ ଲୁକ ପାଇଁ ବାଛିଛନ୍ତି ।

ଐଶ ଧଳା ରଂଗର ଷ୍ଟ୍ରେପଲେସ ଗାଉନ ପରିଧାନ କରିଛନ୍ତି । ଏହାସହ ସେ ଫ୍ରିଲ ସ୍କର୍ଟ ମଧ୍ୟ ପିନ୍ଧିଥିଲେ । ସେ ଏହି ଡ୍ରେସରେ ଫେଦର ସ୍କାର୍ଫ ମଧ୍ୟ କ୍ୟାରି କରିଛନ୍ତି ।

ଐଶ୍ୱର୍ଯ୍ୟାଙ୍କ ଗାଉନ ଅଶି ଷ୍ଟୁଡିଓର କଲେକ୍ସନରୁ ଗୋଟେ ଅଟେ । ଏହି ପୂରା ଗେଟଅପରେ ସେ କୌଣସି ପରୀ ଠାରୁ କମ ନଜର ଆସୁନାହାନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଐଶ ସବୁବେଳେ କାନ୍ସରେ ନିଜ ଲୁକ ଜରିଆରେ ଧମାଲ ମଚାନ୍ତି । ଏହାପୂର୍ବରୁ କାନ୍ସରେ ସେ ଗୋଲ୍ଡେନ କଲରର ମର୍ମେଡ ଗାଉନ ପରିଧାନ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More