ଏହି ଫେମସ ମୋବାଇଲ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର ହେଲେ ଆଲିୟା !
ଏଚଏମଡି ଗ୍ଲୋବାଲ ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ନୋକିଆ ବ୍ରାଣ୍ଡ ଆମ୍ବାସାଡାରରେ ନିଯୁକ୍ତି କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏଚଏମଡି ଗ୍ଲୋବାଲ ନୋକିଆ ବ୍ରାଣ୍ଡ ମୋବାଇଲ ଫୋନ ଡିଜାଇନ କରେ ଏବଂ ବିକ୍ରି କରେ । ଏଚଏମଡି ଗ୍ଲୋବାଲ ‘ଆଲିୟା’ଙ୍କୁ ଭାରତରେ ନୋକିଆ ଫୋନ ଚେହେରା ରୁପେ ନିଯୁକ୍ତି କରିଛନ୍ତି ।
କମ୍ପାନୀ କହିବା ମୁତାବକ ଆଲିୟା ଆଜିର ପିଢିରେ ଖୁବ ମଜଭୂତ ଭାବେ ନିଜର ସ୍ଥାୟୀତ୍ୱ ବିସ୍ତାର କରିଛନ୍ତି । ଏଠାରେ ଆମେ ତାଙ୍କ ଫିଲ୍ମୀ କ୍ୟାରିଅର ବିଷୟରେ କହିବାକୁ ଗଲେ ବଲିଉଡରେ ସେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ଯେଉଁଥିରେ ତାଙ୍କର ଅନେକ ସୁପରହିଟ ଫିଲ୍ମ ମଧ୍ୟ ରହିଛି ।