Only for Entertainment

ମାଗାଜିନ୍ ପାଇଁ ଆଲିୟା ଭଟ୍ଟ କରାଇଲେ ଲାଟେଷ୍ଟ ଫଟୋସୁଟ, ଦେଖନ୍ତୁ !

32

ରାଜି ଅଭିନେତ୍ରୀ ଆଲିୟା ଭଟ୍ଟ କିଛି ଦିନ ହେବ ଅନେକ ଘଟଣାକୁ ନେଇ ମିଡିଆରେ ଚର୍ଚ୍ଚାରେ ରହିଆସୁଛନ୍ତି । ରଣବୀରଙ୍କୁ ସହ ତାଙ୍କ ଅଫେୟାରକୁ ନେଇ ଅପକମିଂ ଫିଲ୍ମ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛନ୍ତି ଆଲିୟା । ନିକଟରେ ସେ ନିଜର ଲାଟେଷ୍ଟ ଫଟୋକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।

ଫ୍ୟାଶନ ମାଗାଜିନ ବୋଗ ପାଇଁ ଫଟୋଶୁଟ କରିଥିବା ଫଟୋରେ ଆଲିୟା ଖୁବ ସୁନ୍ଦର ନଜର ଆସିଛନ୍ତି ।

ବୋଗ ଇଣ୍ଡିଆର ନଭେମ୍ବର ମାଗାଜିନ ପାଇଁ ଆଲିୟାରଙ୍କର ଏହି ଫଟୋସୁଟ କରାଯାଇଛି । ଏହି ଫଟୋ ଗୁଡିକ ଖୁବ ଫ୍ୟାଶନେବଲ ଏବଂ ହଟ ନଜର ଆସିଛି ।

ଭିନ୍ନ ଭିନ୍ନ ଗେଟଅପ ଏବଂ ଡ୍ରେସରେ ଖୁବ ସୁନ୍ଦର ନଜର ଆସିଛନ୍ତି ଆଲିୟା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More