Only for Entertainment

ଟିଚର୍ସ ଡେ ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହେଲେ ଅମୀର, ପଚାରିଲେ ଏହାର ପ୍ରିନ୍ସିପାଲ କିଏ?

youtube
0 45

ଅମୀର ଖାନ ଗୁରୁଦିବସ ଉପଲକ୍ଷେ ତାଙ୍କ ଟ୍ୱିଟର ଆକାଉଂଟରେ ଏକ ଫ୍ୟାନ ମାନଙ୍କ ଦ୍ୱାରା ପ୍ରସ୍ତୁତ କରା ଯାଇଥିବା ଭିଡ଼ିଓ ସେୟାର କରିଛନ୍ତି । ଭିଡ଼ିଓରେ ଫ୍ୟାନଙ୍କର କ୍ରିଏଟିଭ କାମ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ଫ୍ୟାନମାନେ ଗୁରୁଦିବସ ପାଇଁ ଅମୀରଙ୍କୁ ଏହି ଭିଡ଼ିଓ ଡେଡିକେଟ କରିଥିଲେ ।

ଏହି ଫନି ଭିଡ଼ିଓ ସୋସିଆଲ ମିଡିଆରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି । ଅମୀର ଲ୍ଖେିଛନ୍ତି ଭାଇ,କିଏ ଏହି ଗ୍ରୁପ୍ର ପ୍ରିନ୍ସିପାଲ?ଯିଏ ଏହି ଭିଡ଼ିଓ କରିଛନ୍ତି ମୋ ତରଫରୁ ତାଙ୍କୁ ଖୁବ ସାରା ଭଲପାଇବା ।

ଟ୍ୱିଟରରେ ଏକ ଭିଡ଼ିଓ ଅଛି,ମସ୍ତୀ କି ପାଠଶାଳା । ସେହି ଆକାଂଉଟରେ ଏହି ଭିଡ଼ିଓ ସେୟାର କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More