Only for Entertainment

ବକ୍ସ ଅଫିସରେ ବାପା-ପୁଅଙ୍କର ହେବ ଜୋରଦାର ଟକ୍କର ।

bollywood tadka
29

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନ ଏବେ ବଲିଉଡର ଚର୍ଚ୍ଚାର ବିଷୟ ସାଜିଛନ୍ତି । ଆଜ୍ଞା ହଁ ଅଭିଷେକ ବଚ୍ଚନ ବହୁ ଦିନ ପରେ ରୂପେଲି ପରଦାରେ ନଜର ଆସିବେ । ସେ ଶେଷ ଥର ଅନୁରାଗ କଶ୍ୟପଙ୍କ ଫିଲ୍ମ ତେବେ ଅଭିଷେକଙ୍କୁ ଶେଷ ଥର ଫିଲ୍ମ ମନମର୍ଜିଆଁରେ ଦେଖିବାକୁ ମିଳିଥିଲା । ଏହାପରେ ମଧ୍ୟ ତାଙ୍କୁ କେତେକ ଫିଲ୍ମରେ ଅଫର ମିଳିଛି । ଏବେ ସେ ଅନୁରାଗ କଶ୍ୟପଙ୍କ ଫିଲ୍ମରେ ନଜର ଆସିବେ । ସବୁଠାରୁ ଚମତ୍କାର କଥା ହେଉଛି ସେହି ଗୋଟିଏ ଦିନରେ ଅମିତାଭ ବଚ୍ଚନଙ୍କ ଫିଲ୍ମବ ‘ଚେହରେ’ ରିଲିଜ ହେବ ।

ଆକ୍ସନ କମେଡ଼ି ଫିଲ୍ମରେ ଅଭିଷେକ ବଚ୍ଚନଙ୍କ ବ୍ୟତୀତ ରାଜକୁମାର ରାଓ, ଆଦିତ୍ୟ ରୟ କପୂର, ସାନ୍ୟା ମଲହୋତ୍ରା, ପଙ୍କଜ ତ୍ରିପାଠୀ ଏବଂ ଫାତିମା ସନା ଶେଖ ମଧ୍ୟ ନଜର ଆସିବେ । ଫିଲ୍ମ ଆସନ୍ତା ବର୍ଷ ୨୧ ଫେବୃୟାରୀକୁ ରିଲିଜ ହେବ । ତେବେ ବାପା-ପୁଅଙ୍କୁ ଏକା ସାଙ୍ଗରେ ଟକ୍କର ଦେଉଥିବାର ଦେଖିବା ଖୁବ ମଜାଦାର ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More