Only for Entertainment

ଅମେଜାନ ଅରିଜିନାଲ ସିଟକମ ‘ ମାଇଣ୍ଡ ଦ ମଲହୋତ୍ରା’ର ଟ୍ରେଲର ରିଲିଜ ।

bollywoodtadka
21

ଅମେଜାନ ଅରିଜିନାଲ ସିଟକମ ‘ ମାଇଣ୍ଡ ଦ ମଲହୋତ୍ରା’ର ଟ୍ରେଲର ରିଲିଜ ହୋଇଛି । ଏହାକୁ ୨୦୦ଟି ଦେଶରେ ୭ଜୁନ ୨୦୧୯କୁ ରିଲିଜ ହେବ । ଏହାର ୯ଟି ଏପିସୋଡ ରହିଛି ।

‘ମାଇଣ୍ଡ ଦମଲହୋତ୍ରା’ରେ ଆଧୁନିକ ବିବାହ ଏବଂ ପାରିବାରିକ ଜୀବନ ଉପରେ ଆଧାରିତ ଏକ କାହାଣୀ ଦେଖିବାକୁ ମିଳିବ ଯେଉଁଥିରେ ୫ ଜଣ ସଦସ୍ୟଙ୍କୁ ନେଇ କାହାଣଈ ଚିତ୍ରଣ କରାଯିବ । ଏଥିରେ ପରିବାରର ଗରୀବ ଅବସ୍ଥାର କିଛି ଅଜବ ଦୃଶ୍ୟ ଚିତ୍ରଣ କରାଯିବ ।

ଏହାର ନିର୍ଦ୍ଦେଶକ ହେଉଛନ୍ତି ସାହିଲ ସଙ୍ଘା ଏବଂ ଅଜୟ ଦେବଗନ ।ଏଥିରେ ମିନି ମାଥୁର ଏବଂ ସାଇରସ ସାହୁକାର ମୁଖ୍ୟ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More