Only for Entertainment

ଆମି ଜ୍ୟାକସନଙ୍କ ପୁଅ ସହ ଶେୟାର କଲେ ଫଟୋ, ମା’ଙ୍କ ପେଟ ଉପରେ ଶୋଇଥିବା ନଜର ଆସିଲେ ଏଣ୍ଡିଆଜ୍ !

35

ବଲିଉଡ ଅଭିନେତ୍ରୀ ଏମି ଜାକସନ ବେବି ବୟକୁ ୨୩ସେପ୍ଟେମ୍ବରରେ ଜନ୍ମ ଦେଇଥିଲେ । ଏହାପରେ ଏମି ଜ୍ୟାକସନ ଅନେକ ସମୟ ପୁଅ ଆଣ୍ଡ୍ରିୟାଜ ସହ ନିଜର ଫଟୋ ସୋସିଆଲ ମିଡିଆରେ ଶେୟାର କରନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଅଭିନେତ୍ରୀ ନିଜ ପ୍ରେଗ୍ନେସୀ ସମୟରେ ମଧ୍ୟ ଅନେକ ଫଟୋ ଶେୟାର କରୁଥିଲେ ।

ଏମି ଜ୍ୟାକସନ ପୁଣିଥରେ ନିଜ ପୁଅ ଆଣ୍ଡ୍ରିୟାଜ ସହ ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ସେ ସୋଫାରେ ବସି ଏମି ଜ୍ୟାକସନ ନିଜ ପୁଅକୁ ପେଟ ଉପରେ ଶୁଆଇଛନ୍ତି ।

 

View this post on Instagram

 

Fall’en for you 🤎

A post shared by Amy Jackson (@iamamyjackson) on

କିଛି ଦିନ ପରେ ତାଙ୍କ ପୁଅକୁ ୨ମାସ ହୋଇଯିବ । ପୂର୍ବ ମାସ ନିଜ ପୁଅକୁ ୧ମାସ ହୋଇଥିବା ବେଳେ ସେ ଏକ ସୁନ୍ଦର ପୋଷ୍ଟ ଶେୟାର କରିଥିଲେ । ଏଠାରେ ଆମେ କହି ରଖୁଛୁ ଯେ ଜ୍ୟାକସନ ଗତ ଜାନୁଆରୀରେ ନିଜ ବୟଫ୍ରେଣ୍ଡ ଜର୍ଜଙ୍କ ସହ ନିର୍ବନ୍ଧ କରିଥିଲେ । ଦୁହେଁ ଦୁହିଁଙ୍କୁ ୨୦୧୫ରୁ ଜାଣିଛନ୍ତି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଏମି ଜ୍ୟାକସନ ଶେଷଥର ଫିଲ୍ମ ୨.୦ରେ ନଜର ଆସିଥିଲେ । ଏହି ଫିଲ୍ରେ ତାଙ୍କ ସହ ରଜନୀକାନ୍ତ ଏବଂ ଅକ୍ଷୟ କୁମାର ନଜର ଆସିଥିଲେ । ଏବେ ସେ ନିଜ ପରିବାର ସହ ଲଣ୍ଡନରେ ରହୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More