Only for Entertainment

ଇନଷ୍ଟାଗ୍ରାମ ଫଟୋରେ ମୂର୍ତ୍ତି ଭଳି ନଜର ଆସିଲେ ଅନନ୍ୟା ପାଣ୍ଡେ !

51

ଅନନ୍ୟା ପାଣ୍ଡେ ଅନେକ ସମୟରେ ଇନଷ୍ଟାଗ୍ରାମରେ ନିଜର ଅନେକ ଭିନ୍ନ ଭିନ୍ନ ଅନ୍ଦାଜର ଫଟୋ ଶେୟାର କରି ସରପ୍ରାଇଜ ଦେଉଛନ୍ତି । ଏଥର, ସେ ଯେଉଁ ଫଟୋ ଶେୟାର କରିଛନ୍ତି , ସେଭଳି ଅବତାର ତାଙ୍କ ଫ୍ୟାନ୍ସମାନେ ଆଗରୁ କେବେ ଦେଖି ନଥିବେ ।

ଇନଷ୍ଟାଗ୍ରାମରେ ଅନନ୍ୟା ଯେଉଁ ଫଟୋ ଶେୟାର କରିଛନ୍ତି ସେଥିରେ ସେ ଖୁବ ଭିନ୍ନ ଏବଂ ସୁନ୍ଦର ଡ୍ରେସରେ ନଜର ଆସିଛନ୍ତି । ତାଙ୍କ ଫଟୋ କୌଣସି ରୋମାନ୍ ଗଡେସଙ୍କ ଭଳି ନଜର ଆସିଥିଲା, ଯାହା ସହ ତାଙ୍କର ଏକ୍ସପ୍ରେସନ ମଧ୍ୟ ପରଫେକ୍ଟ ମ୍ୟାଚ କରିଛି ।

 

View this post on Instagram

 

in a room full of art, I’d still stare at u 👀

A post shared by Ananya 💛💫 (@ananyapanday) on

ମାର୍ବଲ ଆର୍ଟ ପିସରେ ଛିଡା ହୋଇଥିବା ଅନନ୍ୟାଙ୍କ ଏହି ଫଟୋର ଏକ ଝଲକରେ ଅନୁମାନ ହେଉଛି ଯେ ଏହା ଫଟୋ ନୁହେଁ ଏକ ମୂର୍ତ୍ତି । ଫ୍ୟାନ୍ସ ମାନେ ମଧ୍ୟ ତାଙ୍କ ଫଟୋ ଦେଖି ଖୁବ ପ୍ରଶଂସା କରିଛନ୍ତି । ଅନନ୍ୟାଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଫିଲ୍ମ ‘ପତି ପତ୍ନୀ ଔର ୱ’ରେ ନଜର ଆସିବେ । ଏଥିରେ ତାଙ୍ ସହ ଭୂମି ପେଡନେକର ଏବଂ କାର୍ତ୍ତିକ ଆର୍ୟନ ନଜର ଆସିବେ । ଏହି ଫିଲ୍ମ ୬ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More