Only for Entertainment

ଇଣ୍ଟରନ୍ୟାସନାଲ ପପ୍ ଷ୍ଟାର କେଟୀ ପେରୀଙ୍କ ପର୍ଫମାନ୍ସ ଫ୍ୟାନ୍ସଙ୍କୁ କଲା ଦିୱାନା, ସାମ୍ନାକୁ ଆସିଲା ଫଟୋ ଓ ଭିଡିଓ

yogen shah
43

ଇଣ୍ଟରନ୍ୟାସନାଲ ପପ୍ ଷ୍ଟାର କେଟୀ ପେରୀ ୱାନ ପ୍ଲସ ମ୍ୟୁଜିକ ଫେଷ୍ଟିଭାଲରେ ପର୍ଫମ କରିବା ପାଇଁ ମୁମ୍ବାଇ ଆସିଛନ୍ତି । କେଟୀ ୧୨ ତାରିଖରେ ମୁମ୍ବାଇ ପହଁଚିଥିଲେ । ଏହା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ କରଣ ଜୋହର ଏକ ପାର୍ଟିର ଆୟୋଜନ କରିଥିଲେ । ଏଠାରେ ବଲିଉଡର ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ । ଶନିବାର ସଂଧ୍ୟାରେ ଆମେରିକାନ ସିଙ୍ଗର କେଟୀ ପେରୀ ୱାନ ପ୍ଲସ ମ୍ୟୁଜିକ ଫେଷ୍ଟିଭାଲରେ ପର୍ଫମ କରିଥିଲେ ।

କେଟୀ ପେରୀଙ୍କ ସହିତ ବ୍ରିଟିଶ ସିଙ୍ଗର ଦୁଆ ଲିପା ମଧ୍ୟ ମ୍ୟୁଜିକ ଫେଷ୍ଟିଭାଲରେ ପର୍ଫମ କରିଥିଲେ । ନଭି ମୁମ୍ବାଇର ଡି ୱାଇ ପାଟିଲ ଷ୍ଟାଡିଅମରେ ଏହି କନସର୍ଟର ଆୟୋଜନ କରାଯାଇଥିଲା । ଏହି ମ୍ୟୁଜିକ ଫେଷ୍ଟିଭାଲରେ କେଟୀ ପେରୀଙ୍କୁ ଶୁଣିବା ପାନଇଁ ଅନେକ ଲୋକେ ଉପସ୍ଥିତ ଥିଲେ ।

 

View this post on Instagram

 

She Came She Roared She Conquered @katyperry #repost @oneplus_india #katyperry #opmf #roarwithkatyperry

A post shared by OnePlusAtNITT (@oneplusatnitt) on

ଏବେ କନସର୍ଟର ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଇଣ୍ଟରନ୍ୟାସନାଲ ଷ୍ଟାରଙ୍କ ଜଲୱା ଦେଖିବାକୁ ମିଳିଛି । ଲେକେ ମଧ୍ୟ ତାଙ୍କୁ ଶୁଣି ଖୁବ ଉତ୍ସାହିତ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More