Only for Entertainment

ଅତୀତକୁ ଭୁଲି ଆଗକୁ ମାଡ଼ିଲେ ଅଙ୍କିତା, ଖୁବ ଶୀଘ୍ର ବିବାହ କରିବେ କି?

aajtak
27

ଅଙ୍କିତା ଲୋଖଣ୍ଡେ ଏବଂ ସୁଶାନ୍ତ ସିଂ ରାଜପୂତଙ୍କ ସଂପର୍କ ବିଷୟରେ ସମସ୍ତେ ଜାଣନ୍ତି । ଦୁଇଜଣ ହେଉଛନ୍ତି ଟିଭିର ଜଣେ ଜଣାଶୁଣା ଅଭୁଲା ଚରିତ୍ର । ସୁଶାନ୍ତ ଟିଭି ଦୁନିଆ ଛାଡ଼ି ରୂପେଲି ପରଦାରେ ଆଗକୁ ମାଡ଼ିଯିବା ପରେ ସେହି ଟ୍ରେଣ୍ଡରେ ନଜର ଆସିଛନ୍ତି ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା । ଦୁଇ ଜଣଙ୍କ ବ୍ରେକ ଅପ ହୋଇଯାଇଛି ଏବଂ କେବଳ ବ୍ୟକ୍ତିଗତ ଜୀବନ ନୁହେଁ ବରଂ ଆନୁଷ୍ଠାନିକ ଭାବରେ ଦୁଇ ଜଣ ସଫଳତାର ପାଦ ଛୁଇଁବାକୁ ପ୍ରୟାସ କରୁଛନ୍ତି । ଖବର ମୁତାବକ ଅଙ୍କିତା ଖୁବଶୀଘ୍ର ତାଙ୍କ ନୂଆ ବଏଫ୍ରେଣ୍ଡଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ନିକଟରେ ଅଙ୍କିତାଙ୍କ ଜନ୍ମଦିନରେ ବଏଫ୍ରେଣ୍ଡ ବିକ୍କି ଜୈନ ଏକ ପାର୍ଟି ରଖିଥିଲେ ।ପାର୍ଟିରେ ସେ ତାଙ୍କ ବନ୍ଧୁ ମାନଙ୍କ ସହିତ ନଜର ଆସିଛନ୍ତି । ନିକଟରେ ଅଙ୍କିତା ମଣିକର୍ଣ୍ଣିକା ଫିଲ୍ମରେ ଝଲକାରୀ ବାଈ ଚରିତ୍ରରେ ନଜର ଆସିବେ । ସେଥିପାଇଁ ଫ୍ୟାନ୍ସଙ୍କ ତରଫରୁ ଖୁବ ସାରା ଶୁଭକାମନା ପାଉଛନ୍ତି ଅଙ୍କିତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More