Only for Entertainment

ବଏଫ୍ରେଣ୍ଡଙ୍କ କାନ୍ଧରେ ବସି ସହର ସାରା ବୁଲିଲେ ଅଙ୍କିତା ଲୋଖଣ୍ଡେ, ସୁଶାନ୍ତ ସିଂ ରାଜପୂତଙ୍କୁ ଫ୍ୟାନ୍ସ କରୁଛନ୍ତି ଟ୍ରୋଲ !

17

ଟିଭି ଏବଂ ବଲିଉଡ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖୁବ ହୋଲି ଖେଳିଛନ୍ତି । ଖାସ କଥା ହେଉଛି ଅଙ୍କିତା ଚଳିତ ବର୍ଷ ହୋଲି ନିଜ ବିଜସେନମ୍ୟାନ ବୟଫ୍ରେଣ୍ଡ ବିକି ଜୈନଙ୍କ ସହ ସେଲିବ୍ରେଟ କରିଛନ୍ତି । ଅଙ୍କିତା ଲୋଖେଣ୍ଡେ ଇନଷ୍ଟାଗ୍ରାମରେ ସେଲିବ୍ରେଶନର ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ବିକିଙ୍କ ସହ ଖୁବ ଖୁସି ଥିବା ନଜର ଆସିଛି ।

 

View this post on Instagram

 

?????#happyholi

A post shared by Ankita Lokhande (@lokhandeankita) on


ହୋଲି ରଂଗରେ ରଙ୍ଗୀନ ହୋଇଥିବା ଏହି ଯୋଡି ଏକାସହ ସହରର ଗଳି ଗଳିରେ ଫେଷ୍ଟିଭାଲ ଏଂଜୟ କରୁଥିବାର ନଜର ଆସିଛନ୍ତି । ଅଙ୍କିତା ଫଟୋରେ ବୟଫ୍ରେଣ୍ଡ ବିକିଙ୍କ କାନ୍ଧରେ ବସି ଚାରିଆଡେ ଘୁରି ବୁଲିଥିଲେ ଏବଂ ରୋମାଂଟିକ ଅନ୍ଦାଜରେ ନଜର ଆସିଥିଲେ ।

 

View this post on Instagram

 

Holi hai?

A post shared by Ankita Lokhande (@lokhandeankita) on


ଫଟୋ ସୋସିଆଲ ମିଡିଆରେ ଦେଖି ଅଙ୍କିତା ଏବଂ ସୁଶାନ୍ତଙ୍କ ଫ୍ୟାନ୍ସଙ୍କ ମଧ୍ୟ ଯୁକ୍ତିତର୍କ ହେବାରେ ଲାଗିଛି ଏବଂ ଅଙ୍କିତା ଓ ସୁଶାନ୍ତଙ୍କ ବ୍ରେକଅପ କାରଣ ସୁଶାନ୍ତ ଙ୍କୁ ଦେଉଛନ୍ତି ଏବଂ କହୁଛନ୍ତି ଯେ ଗୋଟିଏ ଝିଅ ପାଇଁ ସୁଶାନ୍ତ ଅଙ୍କିତାଙ୍କୁ ଛାଡି ଦେଇଥିଲେ ଏବଂ କେହି କେହି କହୁଛନ୍ତି ଅଙ୍କିତାଙ୍କର ସବୁ ଦୋଷ ।

 

View this post on Instagram

 

#holispecial ❤️bestest holi ever and many more to come

A post shared by Ankita Lokhande (@lokhandeankita) on


ସେ ଯାହା ହେଉ ନା କାହିଁକି ଏ ବିଷୟରେ ଅଙ୍କିତା ଏବେ ପର୍ଯ୍ୟନ୍ତ କୌଣସି ଜବାବ ଦେଇ ନାହାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More