Only for Entertainment

ଦହିବରା ପ୍ରେମରେ ଓଲିଉଡ ସୁପରଷ୍ଟାର । ଦେଖନ୍ତୁ ଭିଡ଼ିଓ ।

youtube
0 95

ଦହିବରାର ମଜା ଖୁବ ନିଆରା । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଖାଇବାକୁ ଏହା ପସନ୍ଦ କରନ୍ତି । କିନ୍ତୁ ସବୁଠାରୁ ଖାସ କଥା ହେଉଛି ଓଡ଼ିଆ ପୁଅ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ମଧ୍ୟ ଦହିବରା ଆଳୁଦମର ଦିୱାନା ହୋଇ ଯାଇଛନ୍ତି । ଆଜ୍ଞା ହଁ ଅନୁଭବ ଏବେ ଏହାର ଖୁବ ମଜା ନେଉଛନ୍ତି । ଦେଖନ୍ତୁ ଆପଣଙ୍କ ପ୍ରିୟ କଳାକାରଙ୍କ ଏହି ମନଛୁଆଁ ଭିଡ଼ିଓ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More