Only for Entertainment

ଏୟାରପୋର୍ଟରେ ସ୍ୱାଗ ଲୁକରେ ନଜର ଆସିଲେ ଅନୁଷ୍କା ଶର୍ମା ଓ ବିରାଟ କୋହଲି

bollywood tadka
33

ବି-ଟାଉନର ପ୍ରସିଦ୍ଧ ଯୋଡ଼ି ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଅନୁଷ୍କା ଏବଂ ବିରାଟଙ୍କ ଯୋଡ଼ି । ନିକଟରେ ଦୁଇଜଣଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଛି । ପ୍ରତିଥର ଭଳି ଏହିଥର ମଧ୍ୟ ଷ୍ଟାଇଲିସ ଅନ୍ଦାଜରେ ଏଂଟ୍ରି କରି ସବୁ ଲାଇମ ଲାଇଟ ଚୋରି କରି ନେଇଛନ୍ତି ଏହି ପ୍ରସିଦ୍ଧ କପଲ ।

ଏୟାରପୋର୍ଟରେ ଦୁଇଜଣ ଟ୍ରେଣ୍ଡି ଲୁକରେ ନଜର ଆସିଛନ୍ତି । ଅନୁଷ୍କାଙ୍କୁ ଜମ୍ପସୁଟରେ ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ବିରାଟ ଅନୁଷ୍କାଙ୍କୁ ମ୍ୟାଚିଂ କରିଥିବାର ନଜର ଆସିଛି । କେବଳ ଡ୍ରେସ ନୁହେଁ ଉଭୟ ଧଳା ରଙ୍ଗର ଜୋତା ମଧ୍ୟ ପିନ୍ଧିଛନ୍ତି । ତେବେ ସ୍ୱାଗ ଲୁକ ଦେଖି ଦର୍ଶକ ଖୁବ ଇମ୍ପ୍ରେଶ ହୋଇ ଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More