Only for Entertainment

ପାପା ବୋନି ଏବଂ ଭଉଣୀଙ୍କ ସହିତ ଅର୍ଜୁନ ପାଳନ କଲେ ନିଜ ଜନ୍ମଦିନ ।

youtube
0 48

ବଲିଉଡ ଆକ୍ଟର ଅର୍ଜୁନ କପୁର ୩୩ ବର୍ଷର ହୋଇ ସାରିଛନ୍ତି । ଗତ ରାତିରେ ଅର୍ଜୁନଙ୍କ ଘରେ ପାପା ବୋନି କପୁର ଏବଂ ଦୁଇ ଭଉଣୀ ପହଂଚିଥିଲେ ଏବଂ ପୂରା ପରିବାର ଏକାଠି ଅର୍ଜୁନଙ୍କ ଜନ୍ମଦିନ ପାଳନ କଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More