Only for Entertainment

ପ୍ରଥମ ଥର ଗର୍ଲଫ୍ରେଣ୍ଡ ସହିତ ସ୍ପଟ ହେଲେ ଅର୍ଜୁନ ରାମପାଲ, ଫଟୋରେ ଗାବ୍ରିଏଲାଙ୍କ ଠାରୁ ଅଲଗା ନଜର ଆସିଲେ ।

bollywood tadka
19

ବଲିଉଡ ଆକ୍ଟର ଅର୍ଜୁନ ରାମପାଲ ୪୬ ବର୍ଷ ବୟସରେ ତୃତୀୟ ଥର ବାପା ହେବାକୁ ଯାଉଛନ୍ତି । ଗତ କିଛି ଦିନ ପୂର୍ବରୁ ସେ ଗର୍ଲଫ୍ରେଣ୍ଡ ଗାବ୍ରିଏଲାଙ୍କୁ କିସ କରୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ତେବେ ଗାବ୍ରିଏଲା ଗର୍ଭବତୀ ଥିବା ସେ ଫଟୋ ପୋଷ୍ଟ କରି ଜଣେଇଥିଲେ ।

ନିକଟରେ ଅର୍ଜୁନ ତାଙ୍କ ଗର୍ଭବତୀ ଗର୍ଲଫ୍ରେଣ୍ଡ ସହିତ ସ୍ପଟ ହୋଇଛନ୍ତି । କହିରଖୁଛୁଯେ ଗର୍ଭବତୀ ଖବର ପରେ ଏହା ଅର୍ଜୁନ ଏବଂ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ପ୍ରଥମ ପବ୍ଲିକ ଆପିୟରାନ୍ସ ।

ଗତ ରାତିରେ ଅର୍ଜୁନ ତାଙ୍କର ଦୁଇ ଝିଅ ସହିତ ଡିନର ପାଇଁ ଯାଇଥିଲେ । ଏଥିରୁ ଜଣାପଡ଼ୁଛିଯେ ଅର୍ଜୁନ ତୃତୀୟ ଥର ବାପା ହେବାକୁ ନେଇ ସେମାନଙ୍କର କୌଣସି ଆପତ୍ତି ନାହିଁ ।

ଏହା ସହିତ ତାଙ୍କ ଏକ୍ସ ପତ୍ନୀ ମେହେର ମଧ୍ୟ ଜାଣି ସାରିଲେଣିଯେ ଅର୍ଜୁନ ଜୀବନରେ ଆଗକୁ ବଢି ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More