Only for Entertainment

ସାମାନ୍ୟ ଭଲ ହେବା ପରେ ପୁଣି କର୍କଟ ରୋଗର ଶୀକାର ହେଲେ ଆୟୁଷ୍ମାନଙ୍କ ପତ୍ନୀ ।

India.com
30

ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପଙ୍କ ଶାରୀରିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପୂର୍ବରୁ ତାହିରା କଶ୍ୟପ ସ୍ତନ କର୍କଟ ରୋଗରେ ପୀଡ଼ିତ ଥିବା ଖବର ମିଳିଥିବା ବେଳେ ସେ ନିଜର ଚିକିତ୍ସା କରାଇ ଭଲ ହେଉଥିବା ଜଣାପଡ଼ିଥିଲା । କିନ୍ତୁ ଏବେ ପୁଣି ଥରେ ସେ କର୍କଟ ରୋଗର ଶିକାର ହୋଇଥିବା ସୂଚନା ମିଳିଛି । ଏ ନେଇ ତାହିରା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଦୁଃଖ ପ୍ରକାଶ କରିବା ପରେ ଖବରଟି ସାମ୍ନାକୁ ଆସିଛି ।

ସେପ୍ଟେମ୍ବର ମାସରେ ତାଙ୍କ ଶରୀରରେ କର୍କଟ ରୋଗ ଆରମ୍ଭ ହେଉଥିବା ଜାଣି ତାହିରା ନିଜର ଚିକିତ୍ସା କରାଇ ନେଇଥିବା କହିଥିଲେ । କିନ୍ତୁ ଏବେ ତାଙ୍କ କର୍କଟ ରୋଗ ଷ୍ଟେଜ୍‌ ‘ଫାଷ୍ଟ ଏ’ ରେ ପହଞ୍ଚି ଯାଇଥିବା ସେ ଟୁଇଟ୍‌ କରି ଜଣାଇଛନ୍ତି ।

 

View this post on Instagram

 

That’s what you do when cancer shows up. You show it the way out! It is a tough phase to be in, but then I would have never known my own strength, which is inherent in each one of us, and which we come to know off when tested. Like I said before, let’s choose to be the heroes of our own drama of life. I strongly believe if an obstacle comes in your life it is for you to deal with it, overcome it, beat the shit out of it and become a better version of yourself, which could be a bit worn out but would be experienced, a bit tattered but more wise, a bit left out but more to bring forth, a bit handicapped but better equipped! So now the upgraded version of myself is dealing with cancer stage 1 a, which is still a result of early detection. I’ll be going through 12 sessions of chemotherapy. 6 down, and another 6 left. Hence the cap look nowadays? This post is dedicated to my journey where half the battle is won and the other half I want to fight with each of you who is enduring it. Be resilient, be strong, we shall overcome and how! Also I have immense gratitude for people around me who have taken it in the right spirit and didn’t give up on me. Personally I owe it to my best friend @komal20to77 husband @ayushmannk parents @kashyap6480 @yajankashyap . This bit is taken for granted but when professionally you are supported and still look dependable your resilience to fight becomes stronger. For this I owe it to @atulkasbekar @tanuj.garg @findingshanti @shrutiv11 who too were shocked when they heard the news but didn’t give up and still lay bet on this bruised but not broken horse. Gratitude ? #earlydetection #breastcancerawareness #fuckcancer #spreadingawareness #selflovenomatterwhat #bruisedbutnotbroken #bodhisattva #sokavictor #spreadlove #compassion

A post shared by tahirakashyapkhurrana (@tahirakashyap) on

“ଏବେ ମୋର ୧୨ଟି କେମୋ ସେସେନରୁ ୬ଟି ହୋଇ ସାରିଛି । ଆଉ ୬ଟି ହେବାର ଅଛି । ଏହି ପୋଷ୍ଟ ମୋ ଯାତ୍ରା ପାଇଁ ସମର୍ପିତ । ଯେଉଁଠି ଜୀବନର ଅଧା ଯୁଦ୍ଧ ମୁଁ ଜିତି ସାରିଛି । ଆଉ ଅଧା ମୁଁ ସେମାନଙ୍କ ସହ ଲଢ଼ିବାକୁ ଚାହୁଁଛି,ଯେଉଁମାନେ ମୋ ଭଳି ପରିସ୍ଥିତି ଦେଇ ଗତି କରୁଛନ୍ତି । ମଜବୁତ୍‌ ହୁଅ, ଆମେ ଏଥିରୁ ବାହାରିବା । ଏହା ସହ ମୁଁ ମୋ ଆଖପାଖରେ ଥିବା ଲୋକମାନଙ୍କୁ ଧନ୍ୟବାଦ୍‌ ଜଣାଇବି । ଯେଉଁମାନେ ମୋ ସହ ରହି ଆସିଛନ୍ତି” ବୋଲି କହିଛନ୍ତି ତାହିରା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More