Only for Entertainment

ପରେଶ ରାୱଲଙ୍କ ଅଭିନୟ କଲେ ବେନଫସା ସୁନାୱାଲା,ଦେଖନ୍ତୁ ଭିଡିଓ ।

aajtak
0 38

ବିଗବସ ବିଜୟିନୀ ଦିଳ୍ପା ସିନ୍ଦେ ଏକ ଆପ ମାଧ୍ୟମରେ କିଛି ଭିଡିଓ ସେୟାର କରିଥିଲେ ଯାହା ଖୁବ ଭାଇରାଲ ହୋଇଥିଲା । କିନ୍ତୁ ଏବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବେନାଫସା ସୁନାୱାଲାଙ୍କ ନିକଟରେ । ସେ ମଧ୍ୟ ସେହିଭଳି କିଛି ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

 

ବେନ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ହେରା ଫେରିରୁ ପରେଶ ରାୱଲଙ୍କ ଅଭିନୟ କରିଛନ୍ତି ।

ଲାଗୁଛି ବେନଙ୍କୁ ନୂଆ ଆପ ଖୁବ ପସନ୍ଦ ଆସିଛି । ତେବେ ବେନ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । ସେ ସବୁବେଳେ ତାଙ୍କ ଛୁଟି ସମୟର ଫଟୋ ସେୟାର କରିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More