Only for Entertainment

ଆମ୍ରପାଲୀ ଦୁବେ ସଲମାନଙ୍କ ଗୀତ‘ସ୍ୱାଗ ସେ ସ୍ୱାଗତ’ରେ ଏଭଳି ଅନ୍ଦାଜରେ ଦେଖାଇଲେ ଡ୍ୟାନ୍ସ, ଭିଡିଓ ହେଲା ଭାଇରାଲ ।

khabarNDTV
0 84

ଭୋଜପୁରୀ ସିନେମାର ବ୍ୟୁଟି କୁଇନ ଆମ୍ରପାଲୀ ଦୁବେ ଏହି ଇଦରେ ସଲମାନ ଖାନଙ୍କୁ ବକ୍ସ ଅଫିସରେ ଟକ୍କର ଦେବ ଲାଗି ଯାଉଛନ୍ତି । ‘ରେସ-୩’ଇଦରେ ରିଲିଜ ହେବ ଏବଂ ଲାଲ ୟାଦବ ନିରୁହୁଆ ତଥା ଆମ୍ରପାଲୀ ଦୁବେଙ୍କ ‘ବଡର’ମଧ୍ୟ ଚଳିତ ବର୍ଷ ଇଦରେ ରିଲିଜ ହେବାକୁ ଯାଉଛି । ଏହି କାରଣରୁ ଭୋଜପୁରୀ ଏବଂ ବଲିଉଡର ଏକ ଶାନଦାର ଟକ୍କର ଦେଖିବା ପାଇଁ ମିଳିବ ବୋଲି ଅନୁମାନ ଲଗାଯାଉଛି । ସବୁଠାରୁ ରୋମଚଂକର କଥା ହେଉଛି ଆମ୍ରପାଲୀ ଦୁବେଙ୍କର ୫ମାସର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆମ୍ରପାଲୀ ଦୁବେ ସଲମାନଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହେ’ର ‘ସ୍ୱାଗ ସେ କରେଙ୍ଗ ସବକା ସ୍ୱାଗତ’ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

Another one #swagseswagat ?

A post shared by Aamrapali ? (@aamrapali1101) on


ଆମ୍ରପାଲୀ ଏହି ଭିଡିଓକୁ ୫ମାସ ପୂର୍ବେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଏମିତି ବି ଆମ୍ରପାଲୀଙ୍କ ଗୀତ ଇଂଟରନେଟରେ ସୁପରହିଟ ରହିଥାଏ । ନିରୁହୁଆ ଏବଂ ତାଙ୍କର ଯୋଡି ଇଂଟରନେଟରେ ଧମାଲ ମଚାଇବାରେ ଲାଗିଥିବା ବେଳେ ଏବେ ଏହି ଫିଲ୍ମର ଭିଡିଓ ଏବଂ ଗୀତ ୟୂଟ୍ୟୁବରେ ଟପରେ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More