Only for Entertainment

ୟୁଟ୍ୟୁବର ଭୁବନ ବମଙ୍କ ଭଏସରେ ଶୁଣନ୍ତୁ ଆଇଫା ଆୱାର୍ଡସର ଏହି କମେଡି ଭିଡିଓ, ହସି ହସି ହୋଇଯିବେ ବେଦମ

latestly
49

୧୮ ସେପ୍ଟେମ୍ବର ସନ୍ଧ୍ୟାରେ ମୁମ୍ବାଇରେ ଆଇଫା ଆୱାର୍ଡ ୨୦୧୯ର ଆୟୋଜନ କରାଯାଇଥିଲା । ଏହି ଆୱାର୍ଡ ଶୋ’ରେ ସଲମାନ, କ୍ୟାଟ୍ରିନା, ଆଲିଆ ଭଟ୍ଟଙ୍କ ଠାରୁ ଆରମ୍ଭ କରି ଅନେକ ବଡ ବଡ କଳାକାର ଯୋଗ ଦେଇଥିଲେ । ଏହି ଇଭେଣ୍ଟକୁ କେବଳ ଫ୍ୟାନ୍ସ ନୁହେଁ ସେଲିବ୍ରେଟି ମାନେ ମଧ୍ୟ ଅପେକ୍ଷା କରି ରହିଥାନ୍ତି ।

ସୋସିଆଲ ମିଡିଆରେ ଏହି ଇଭେଣ୍ଟର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେଥିମଧ୍ୟରୁ ଫେମସ ୟୁଟ୍ୟୁବର ଭୁବନ ବମ ସେୟାର କରିଥିବା ଏକ ଭିଡିଓ ଲୋକଙ୍କ ହସକୁ ରୋକି ପାରିନାହିଁ । ଭୁବନ ନିଜ ଭଏସରେ ଆଇଫାର କିଛି ଭିଡିଓକୁ ଡବ କରି ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ଇଣ୍ଟରନେଟରେ ଏହି ଭିଡିଓକୁ କାଫି ଲୋକେ ଦେଖିସାରିଲେଣି । ବଏବଂ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ-

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More