Only for Entertainment

ଶେହନାଜଙ୍କୁ ଜଳାଇବା ପାଇଁ ମଧୁରିମାଙ୍କୁ ଫ୍ଲଟ କରିବା ଆରମ୍ଭ କରିଦେଲେ ସିଦ୍ଧାର୍ଥ ଶୁକ୍ଳା

31

ବିଗବସରେ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ଚର୍ଚ୍ଚିତ ଥିବା ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଳାଙ୍କ ଏକ ନୂଆ ଭିଡ଼ିଓ ସାମ୍ନାକୁ ଆସିଛି । ଏମିତି ତ ସୋସିଆଲ ମିଡିଆରେ ଶେହନାଜ ଗିଲ ଏବଂ ସିଦ୍ଧାର୍ଥ ଶୁକ୍ଳାଙ୍କ ଭିଡ଼ିଓ ଟ୍ରେଣ୍ଡ କରେ, କିନ୍ତୁ ଏବେ ସାମ୍ନାକୁ ଆସିଥିବା ଭିଡ଼ିଓ ସିଦ୍ଧାର୍ଥ ଓ ଶେହନାଜଙ୍କ କ୍ୟୁଟ ଷ୍ଟୋରୀ ନୁହେଁ ବରଂ ସିଦ୍ଧାର୍ଥ ଓ ମଧୁରିମାଙ୍କର ଫ୍ଲର୍ଟ ଭିଡ଼ିଓ । ଭିଡ଼ିଓରେ ସିଦ୍ଧାର୍ଥ ମଧୁରିମାଙ୍କ ସହିତ ଫ୍ଲର୍ଟ କରୁଛନ୍ତି ଏବଂ ପାଖରେ ବସିଛନ୍ତି ଶେହନାଜ ଗିଲ ।

 

କେବଳ ସେତିକି ନୁହେଁ ମଧୁରିମା ବିଶାଲଙ୍କୁ ହଗ୍ କରି କଥା ହେଉଥିବା ସମୟରେ ଦ୍ୱାର ବାହାରେ ରହି ସିଦ୍ଧାର୍ଥ ମଧୁରିମାଙ୍କ ସହିତ ଫ୍ଲର୍ଟ କରୁଛନ୍ତି । ଏହି ମଧ୍ୟରେ ଶେହନାଜ ଆସି ମଧୁରିମାଙ୍କୁ ଏହି ବିଷୟରେ ଜଣାଉଛନ୍ତିଯେ ତୁ ଏଭଳି ହେଉଛୁ, ବାହାରକୁ ଦେଖ୍ ସିଦ୍ଧାର୍ଥ ଛିଡ଼ା ହୋଇଛି । ତାକୁ ଖରାପ ଲାଗିବ । ତେବେ ବିଗବସର ଏହି ଟ୍ୱିଷ୍ଟ କେତେ ମଜାଦାର ହୋଇଛି ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଲେ ଜଣାପଡ଼ିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More