Only for Entertainment

ଲୋକଙ୍କ ଠାରୁ ମିଳିଥିବା ପ୍ରେମ ମହତ୍ୱପୂର୍ଣ୍ଣ: ବବି ଦେଓଲ ।

BOLLYWOOD TADKA
0 38

ବବି ଦେଓଲଙ୍କ କହିବା ଅନୁସାରେ ଷଳାକଙ୍କ ଠାରୁ ମିଳୁଥିବା ଭଲପାଇବା କୌଣସି ଆୱାର୍ଡ଼ ଠାରୁ ମଧ୍ୟ ମହତ୍ୱପୂର୍ଣ୍ଣ । ବବି ଏବେ ରେସ ଥ୍ରିର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ବବି ବାପା ଧମେର୍କନ୍ଦ୍ରଙ୍କୁ ଦେଶର ପ୍ରତିଷ୍ଠିତ ଏବଂ ପ୍ରତିଭାଶାଳୀ ଅଭିନେତାଙ୍କ ମାନଙ୍କ ମଧ୍ୟରୁ ଜଣେ ବୋଲି ବିଶ୍ୱାସ କରନ୍ତି,ଯାହାଙ୍କୁ କେବେ ମଧ୍ୟ ପ୍ରତିଷ୍ଠିତ ଅଭିନେତାର ପୁରସ୍କାର ଦିଆଯାଇ ନାହିଁ ।

ତାଙ୍କୁ ତାଙ୍କ ପ୍ରଶଂସକଙ୍କ ଠାରୁ ଖୁବ ଭଲପାଇବା ଏବଂ ପ୍ରଶଂସା ମିଳିଛି । ମୋ ପ୍ରଶଂସକଙ୍କର ମଧ୍ୟ ମୋ ପ୍ରତି ଏହି ଭାବନା । ତେଣୁ ଏହସବୁରେ କୌଣସି ଫରକ ପଡ଼େ ନାହିଁ । ମୁଁ ଏଠାରେ ଅଛି କାରଣ ଲୋକ ମୋତେ ଭଲ ପାଆନ୍ତି ଏବଂ ଦେଖିବାକୁ ଚାହାଁନ୍ତି । ବବି ୭ ବର୍ଷ ପରେ ଆଇପାରେ ଯୋଗଦାନ ଦେବେ ।
ଇବି ଏଥିପାଇଁ କେବେ ମଧ୍ୟ ନର୍ଭସ ନୁହଁନ୍ତି । କାରଣ ତାଙ୍କ କହିବା ଅନୁସାରେ ତାଙ୍କ ନିକଟରେ ହଜାଇବା ପାଇଁ କିଛି ନାହିଁ । କାରଣ ବହୁ ବର୍ଷ କାମ ନ କରି ସେ ବହୁତ କିଛି ହଜାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More