Only for Entertainment

ବଲିଉଡର ଏଭଳି ଆକ୍ଟର ଯେଉଁମାନଙ୍କ ପ୍ରଥମ ଫିଲ୍ମ ହୋଇଥିଲା ଫ୍ଲପ ।

mans xp.com
0 43

ବଲିଉଡରେ ହିରୋ ହିରୋଇନଙ୍କ ସଂଖ୍ୟା କିଛି କମ ନୁହେଁ । ଜଲୱା ଦେଖାଇବାରେ ମଧ୍ୟ କେହି କାହାଠାରୁ କମ ନୁହଁନ୍ତି । କିନ୍ତୁ ଏଭଳି କିଛି ନାୟକ ଓ ନାୟିକା ଅଛନ୍ତି ଯେଉଁମାନଙ୍କର ପଥମ ଫିଲ୍ମ ହୋଇଥିଲା ଫ୍ଲପ । ଆସନ୍ତୁ ଜାଣିବା ।

ବଲିଉଡ ଅଭିନେତା ଅନିଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନ କପୁର । ତାଙ୍କ ଫିଲ୍ମ ମିର୍ଜ୍ୟା ବକ୍ସ ଅଫିସରେ ଖାସ କମାଲ କରିପାରି ନଥିଲା ।
ବଲିଉଡ ଅଭିନେତା ସୁଲତାନ ସଲମାନ ଖାନ ମଧ୍ୟ ଏଥିରୁ ବାଦ ପଡ଼ିନାହାଁନ୍ତି । କିନ୍ତୁ ପ୍ରଥମ ଫିଲ୍ମ ଫ୍ଲପ ହେବାପରେ ସେ ଏଣେତେଣେ ବୁଲଥିଲେ । ଶେଷରେ ‘ବିବି ହୋ ତୋ ଏସି’ରେ ଏକ ଛୋଟ ରୋଲ ସେ କରିଥିଲେ । ଯାହାକୁ ଦର୍ଶକ ନୋଟିସ ମଧ୍ୟ କରିନଥିଲେ ।

ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ପ୍ରଥମ ଫିଲ୍ମ ଥିଲା ରିଫ୍ୟୁଜି । ଏହି ଫିଲ୍ମରେ ଅଭିଷେକ ଏବଂ କରୀନା କ୍ୟାରଅର ଆରମ୍ଭ କରିଥିଲେ । କିନ୍ତୁ ଏହି ଫିଲ୍ମ ଫ୍ଲପ ହୋଇ ଯାଇଥିଲା ।

ହର୍ଷବର୍ଦ୍ଧନଙ୍କ ପରି ତାଙ୍କ ଭଉଣୀ ସୋନମଙ୍କ ପ୍ରଥମ ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଏତେ ଖାସ ରୋଜଗାର କରିପାରିନଥିଲା । ସେ ସଂଜୟ ଲୀଲା ବଂସାଲୀଙ୍କ ଭଳି ନିର୍ଦ୍ଦେଶକଙ୍କ ଫିଲ୍ମ ‘ସାୱରିଆଁ’ରୁ କ୍ୟାରିଅର ଆରମ୍ଭ କରିଥିଲେ ।

ବଲିଉଡର ରକଷ୍ଟାର ରଣବୀର କପୁରଙ୍କ ପ୍ରଥମ ଫିଲ୍ମ ମଧ୍ୟ ଫ୍ଲପ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More