Only for Entertainment

ଇଶା ଗୁପ୍ତା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ରେକଅପ, ପୋଷ୍ଟ ସେୟାର କରି ଅଭିନେତ୍ରୀ ଦେଲେ ଇଶାରା ।

India
40

ଅଭିନେତ୍ରୀ ଇଶା ଗୁପ୍ତା ଓ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ବ୍ରେକଅପ । ବେଶ କିଛି ଦିନ ଧରି ଏମାନଙ୍କ ମଧ୍ୟରେ ଆଫେୟାର ଚାଲିବା ପରେ ଏବେ ସର୍ମ୍ପକରେ ଫାଟ ଆସିଥିବା ଜଣାପଡିଛି । ନିକଟରେ ଇଶାଙ୍କ ଏକ ପୋଷ୍ଟ ଏମାନଙ୍କ ବ୍ରେକ ଖବରକୁ ଅଧିକ ଚର୍ଚ୍ଚାକୁ ଟାଣିଛି । ହାର୍ଦ୍ଦିକଙ୍କ ନାଁ ସେ ସିଧାସଳଖ ଉଲ୍ଲେଖ କରିନାହାନ୍ତି ସତ କିନ୍ତୁ ଇଶାଙ୍କ ସ୍ୟାଡ ମେସେଜ ଏକଥା ସ୍ପଷ୍ଟ କରିଛି କି ଏମାନଙ୍କ ସର୍ମ୍ପକ ଏବେ ଶେଷ ପାହାଁଚରେ । ପ୍ରଥମେ ଏଲି ଆବ୍ରାହମଙ୍କ ସହ ଖୁଲ୍ଲମଖୁଲ୍ଲା ପ୍ରେମ ପରେ ମଡେଲ ଟର୍ଣ୍ଣ ନାୟିକା ଇଶାଙ୍କ ସହ ହାର୍ଦ୍ଦିଙ୍କ ପ୍ରେମକାହାଣୀ ବେଶ ଚର୍ଚ୍ଚା ସାଉଁଟିଥିଲା ।

 

View this post on Instagram

 

A post shared by Esha Gupta (@egupta) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More