Only for Entertainment

ସୋସିଆଲ ମିଡିଆରେ ଭାଇରାଲ ହେଲା କିଆରାଙ୍କ ଫିଟନେସ ଭିଡ଼ିଓ !

40

କବୀର ସିଂର ସଫଳତା ପରେ ଅଭିନେତ୍ରୀ କିଆରା ଆଡବାଣୀ ନିଜର ଅପକମିଂ ଫିଲ୍ମ ‘ଇନ୍ଦୁ ଜବାନୀ’ରେ ବ୍ୟସ୍ତ ଅଛନ୍ତି । ଏହାର ଭିତରେ ନିଜ ଫିଟନେସ ପ୍ରତି ସବୁବେଳେ ଅଧିକ ଧ୍ୟାନ ଦେଉଥିବା କିଆରା ଏବେ ଇନଷ୍ଟାଗ୍ରାମ ପେଜରେ ଏକ କିକ ବକ୍ସି ଭିଡିଓ ସେୟାର କରୁଛନ୍ତି । ଯେଉଁଥିରେ ନାୟିକାଙ୍କ ଦମଦାର କିକ୍ ବକ୍ସି ଦେଖିବାକୁ ମିଳିଛି । ଟ୍ରେନର ସହ କିଆରା ଜିତୋଡ ମେହେନତ କରିଛନ୍ତି । ଫଲୋର ଏହି ଭିଡିକୁ ବେଶ ପସନ୍ଦ କରିବା ସହ କିଆରାଙ୍କ ପ୍ରଶଂସା କରିଛନ୍ତି ।ଆଗାମୀ ଫିଲ୍ମରେ କିଆରାଙ୍କ ଷଂଟ ସିନ ମଧ୍ୟ । ଦେଖିବାକୁ ପାଇବେ ଦର୍ଶକ ।

 

View this post on Instagram

 

@kiaraaliaadvani setting some serious fitness goals with her workout session.

A post shared by Filmfare (@filmfare) on

ଫିଲ୍ମ ବିଷୟରେ କହିବାକୁ ଗଲେ ନିକଟରେ ରିଲିଜ ହୋଇଥିବା କବିର ସିଂ ଫିଲ୍ମ ବକ୍ସଅଫିସରେ ସୁପରହିଟ ହୋଇଥିଲା । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏଥିରେ ଦର୍ଶକଙ୍କୁ ସାହିଦ ଏବଂ କିଆରାଙ୍କ କେମେଷ୍ଟ୍ରି ଖୁବ ପସନ୍ଦ ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More