ସପନା ଚୌଧୁରୀଙ୍କ ଏକ ନୂଆ ଡ୍ୟାନ୍ସ ଭିଡିଓ ୟୁଟ୍ୟୁବରେ ଖୁବ ଧମାଲ ମଚାଇଛି , ଯାହାକୁ ଦେଖି ଆପଣ ନିଶ୍ଚୟ ହୋଇଯିବେ ଘାଇଲା । ଦେଖିନାହାନ୍ତି ତ ଏଠାରେ କ୍ଲିକ କରନ୍ତୁ ।
ସପନା ତାଙ୍କର ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି । ଏହି ଭିଡିଓ ଅପ୍ରେଲ ୧୦ରେ ଅପଲୋଡ କରାଯାଇଛି ଏବଂ ଏହାକୁ ଏବେ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି ।
ଭିଡିଓରେ ସପନା ଚୌଧୁରୀ ମ୍ୟୁଜିକ ଧୁନରେ ଝୁମିଥିବାର ନଜର ଆସିଥିଲେ । ସପନା ଏହି ଭିଡିଓରେ ଏକ ସୁନ୍ଦର ଡ୍ରେସ ମଧ୍ୟ ପିନ୍ଧିଛନ୍ତି ।