ସ୍ୱପ୍ନା ଚୌଧରୀଙ୍କ ନୂଆ ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଭିଡିଓ ଅପଲୋଡ ହେବା ପରେ ଏହା ୟୁଟ୍ୟୁବରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିକୁ ଦେଖିଲେ ଆପଣ ମଧ୍ୟ ଭାବୁକ ହୋଇଯିବେ । ପୂର୍ବରୁ ସ୍ୱପ୍ନାଙ୍କୁ ଏପରି ଭୂମିକାରେ କେବେ ଆପଣ ଦେଖିନଥିବେ ।
ସ୍ୱପ୍ନା ଚୌଧରୀଙ୍କ ଏହି ଭିଡିଓ ୧୫ ଅଗଷ୍ଟ ଅର୍ଥାତ ସ୍ୱାଧୀନତା ଦିବସ ଅବସରରେ ରିଲିଜ କରାଯାଇଛି । ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଲକ୍ଷରର ଅଧିକ ଭ୍ୟୁଜ ମିଳିସାରିଛି । ଭିଡିଓରେ ସ୍ୱପ୍ନା ଏକ ଭିନ୍ନ ଭୂମିକାରେ ନଜର ଆସିଛନ୍ତି ଯାହା ଖୁବ ପ୍ରଶଂସନୀୟ । ଏହି ଭିଡିଓ ସେନାର ଜଣେ ଜବାନଙ୍କ ଜୀବନ ଉପରେ ଆଧାରିତ ।
ଦେଖନ୍ତୁ ଭିଡିଓ-