Only for Entertainment

ହଠାତ କୋର୍ଟ ମ୍ୟାରେଜ କଲେ ବିଶ୍ୱ ସୁନ୍ଦରୀ ସୁଷ୍ମିତା ସେନଙ୍କ ଭାଇ ।

bollywood tadka
46

ବଲିଉଡ ଅଭିନେତ୍ରୀ ବା ବିଶ୍ୱ ସୁନ୍ଦରୀ ସୁଷ୍ମିତା ସେନଙ୍କ ଭାଇ ରାଜୀବ ନିକଟରେ ଚାରୁ ଅଶୋପାଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁଇଜଣ ଗୋଆରେ ବିବାହ କରିବା ପୂର୍ବରୁ କୋର୍ଟ ମ୍ୟାରେଜ କରି ନେଇଛନ୍ତି । ବିବାହର ଫଟୋ ଦୁଇଜଣ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଫଟୋରେ ଚାରୁ ଲାଲ ରଙ୍ଗର ଶାଢୀରେ ଖୁବ ସୁନ୍ଦର ଦେଖା ଯାଉଛନ୍ତି ।

ସୁଷ୍ମିତାଙ୍କ ହ୍ୟାଣ୍ଡସମ ଭାଇ ରାଜୀବ ମଧ୍ୟ ଧଳା କୂର୍ତ୍ତାରେ କିଛି କମ ଲାଗୁ ନାହାଁନ୍ତି । ଫଟୋରେ ଦୁଇଜଣଙ୍କ ଖାସ କେମେଷ୍ଟ୍ରି ଦେଖିବାକୁ ମିଳିଛି ।

ଫ୍ୟାନ୍ସ ଏହି ଫଟୋକୁ ଖୁବ ପସନ୍ଦ କରୁଛନ୍ତି । ତେବେ ରାଜୀବଙ୍କ ବିବାହ ଫଟୋ ସୋସିଆଲ ସାଇଟରେ ଭାଇରାଲ ହେଉଛି । ଦୁଇଜଣ ଗୋଆରେ ୧୫ ଏବଂ ୧୬ ଜୁନରେ ବିବାହ କରିବେ ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଚାରୁ ଶେଷ ଥର ପାଇଁ ଷ୍ଟାରପ୍ଲସର ‘ମେରେ ଅଂଗନେ’ ଧାରାବାହିକରେ ନଜର ଆସିଥିଲେ । ଏଥିରେ ସେ ଏକ ସାଧାସିଧା ଝିଅ ଚରିତ୍ରରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More