Only for Entertainment

ଦୀପାବଳିରେ ପ୍ରସ୍ତୁତ କରନ୍ତୁ ଚକଲେଟ କୋକୋନଟ ବଲ୍ସ ।

HungryForever
51

ଆଜି ପୂରା ଦେଶ ଧୁମଧାମରେ ଦୀପାବଳି ପାଳନ କରୁଛି । ଆଉ ମିଠା ବିନା ଦୀପାବଳି ସେଲିବ୍ରେସନ ଅଧୁରା । ତେବେ ଦୀପାବଳିରେ ବଜାରରୁ ମିଠା କିଣିବା ଅପେକ୍ଷା ଘରେ ଟ୍ରାଏ କରନ୍ତୁ ଚକଲେଟ କୋକୋନଟ ବଲ୍ସ । ଏହାକୁ ପ୍ରସ୍ତୁତ କରିବା ଖୁବ ସହଜ ଏବଂ ପିଲାମାନେ ମଧ୍ୟ ଏହାକୁ ଖୁବ ପସନ୍ଦ କରିବେ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ସାମଗ୍ରୀ-
କଣ୍ଡେନ୍ସ ମିଲ୍କ
କୋରା ନଡିଆ
ଡାର୍କ ଚକଲେଟ

ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ କ୍ଷୀରରେ ନଡିଆ କୋରାକୁ ପକାଇ ୨ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହା ପରେ ଏହି ମିଶ୍ରଣକୁ ଥଣ୍ଡା କରି ଛୋଟ ଛୋଟ ବଲ୍ସ ପ୍ରସ୍ତୁତ କରନ୍ତୁ । ବଲ୍ସ ଥଣ୍ଡା ହେବା ପରେ ଏହାକୁ ମେଲ୍ଟ ଚକଲେଟରେ ବୁଡାଇ ପ୍ରିଜରେ ରଖିଦିଅନ୍ତୁ । ପରସ୍ତୁତ ହୋଇଗଲା ଆପଣଙ୍କର ଚକଲେଟ କୋକୋନଟ ବଲ୍ସ । ବର୍ତ୍ତମାନ ଏହାକୁ ପ୍ରିଜରୁ କାଢି ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More