Only for Entertainment

କଂଗ୍ରେସ ନେତା ‘ଭାରତ ମାତା କି ଜୟ’କୁ ବନ୍ଦ କରି ‘ସୋନିଆ ଗାନ୍ଧୀ ଜିନ୍ଦାବାଦ ’ନାରା ଲଗାଇଲେ,ଦେଖନ୍ତୁ ଭିଡ଼ିଓ ।

punjab keasri
31

ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ରାଜସ୍ଥାନରେ ଦେଖିବାକୁ ମିଳିଛି । ରାଜନୈତିକ ଦଳ ପ୍ରଚାର ପାଇଁ କୌଣସି ସୁଯୋଗ ହାତ ଛଡ଼ା କରୁନାହାଁନ୍ତି ।ବେଳେ ବେଳେ ଏଭଳି କିଛି ହୋଇଯାଏ ଯାହା ବିବାଦର କାରଣ ହୋଇଯାଏ । ଏହିଭଳି କଂଗ୍ରେସର ବରିଷ୍ଠ ନେତାଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଛି ।ଯେଉଁଥିରେ ଦେଖିବାକୁ ମିଳିଛିଯେ ନେତା ଜଣକ ‘ଭାରତ ମାତା କି ଜୟ’କୁ ବନ୍ଦ କରି ସୋନିଆ ଗାନ୍ଧୀ ଜିନ୍ଦାବାଦ ’ ନାରା ଦେଉଛନ୍ତି ।

ବାସ୍ତବରେ କଂଗ୍ରେସ ରାଜସ୍ଥାନରେ ଆଶାର ତୃତୀୟ ଏବଂ ଫାଇନାଲ ଲିଷ୍ଟ ଜାରି କରି ସାରିଛନ୍ତି ।ଡାକ୍ତର ବିଡି କଲ୍ଲା ଆଶାୟୀ ପ୍ରାର୍ଥୀ ଭାବରେ ଘୋଷିତ ହୋଇଛନ୍ତି ।ତାଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ସେ ମଂଚରେ ପାର୍ଟି ନେତାଙ୍କ ସହିତ ଛିଡ଼ା ହୋଇଥିବାର ନଜର ଆସିଛନ୍ତି ।ଏହି ସମୟରେ ଜଣେ ନେତା ଭାରତ ମାତା କି ଜୟ ନାରା ଦେଉଛନ୍ତି ।ଏହାପରେ ସମସ୍ତେ ସୋନିଆ ଗାନ୍ଧୀ,ରାହୁଲ ଗାନ୍ଧୀ ଏବଂ ଅହମଦ ପଟେଲ ଜିନ୍ଦାବାଦ କହିବାକୁ ଲାଗିଛନ୍ତି ।
ଦିଲ୍ଲୀ ବିଜେପି ପ୍ରବକ୍ତା ତେଜେନ୍ଦର ପାଲ ବଗ୍ଗା ଟ୍ୱିଟରରେ ଏହି ଭିଡ଼ିଓ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More